ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: କୁଖ୍ୟାତ ଆତଙ୍କବାଦୀ ଖାଲିଦ୍ ନିହତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଲାଦୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଜୈସ-ଏ ମହମ୍ମଦର କମାଣ୍ଡର ଖାଲିଦ୍ ନିହତ ହୋଇଛି। ଖାଲିଦ୍‌କୁ ଧରିବା ପାଇଁ  ରାଜ୍ୟ ପୋଲିସ ସିଆାରପିଏଫ୍ ଓ ସେନା ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା।  ଅପରେସନରେ ପ୍ରଥମେ ଖଲିଦ ସେନା ଉପରକୁ ଗୁଳିମାଡ଼ କରିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଖାଲିଦ୍ ପ୍ରାଣ ହରାଇଛି। ପାକିସ୍ତାନୀ ନାଗରିକ ଖାଲିଦ ଗତ କିଛି ବର୍ଷ ହେବ କାଶ୍ମୀର ଉପତ୍ୟାକାରେ ସକ୍ରିୟ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 08:04 PM IST

Sports

Latest News

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଲାଦୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ଜୈସ-ଏ ମହମ୍ମଦର କମାଣ୍ଡର ଖାଲିଦ୍ ନିହତ ହୋଇଛି। ଖାଲିଦ୍‌କୁ ଧରିବା ପାଇଁ  ରାଜ୍ୟ ପୋଲିସ ସିଆାରପିଏଫ୍ ଓ ସେନା ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା।  ଅପରେସନରେ ପ୍ରଥମେ ଖଲିଦ ସେନା ଉପରକୁ ଗୁଳିମାଡ଼ କରିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଖାଲିଦ୍ ପ୍ରାଣ ହରାଇଛି।

ପାକିସ୍ତାନୀ ନାଗରିକ ଖାଲିଦ ଗତ କିଛି ବର୍ଷ ହେବ କାଶ୍ମୀର ଉପତ୍ୟାକାରେ ସକ୍ରିୟ ଥିଲା। ଯବାନ ଓ ପୋଲିସ କ୍ୟାମ୍ପ ଉପରେ ଆକ୍ରମଣ ଘଟଣାରେ ଖାଲିଦ୍ ସଂପୃକ୍ତ ଥିଲା। ଏଥିସହ ଆତଙ୍କବାଦୀ ନିଯୁକ୍ତିରେ ଖାଲିଦର ବଡ଼ ଭୂମିକା ରହିଥିଲା। ରାଜ୍ୟ ସରକାର ଖାଲିଦ୍‌କୁ ଟପ୍ ରାକିଂ ଆତଙ୍କବାଦୀ ଘୋଷଣା କରିବା ସହିତ ତାକୁ  ଧରାଇ ଦେଲେ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଖାଲିଦ୍ ନିହତ ପରେ ବର୍ତ୍ତମାନ ବି ଲାଦୁରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story