ଜୀବନ ଦେଇ ୧୪୪ ଯାତ୍ରୀଙ୍କୁ ବଞ୍ଚାଇଲେ ବୁଲେଟ ଟ୍ରେନ୍‌ ଡ୍ରାଇଭର

ବେଜିଂ: ବୁଲେଟ ଟ୍ରେନ୍‌ ଡ୍ରାଇଭର ପାଲଟିଗଲେ ରିଅଲ ହିରୋ। ନିଜ ଜୀବନକୁ ବାଜି ଲଗାଇ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନୂତନ ଜୀବନ ଦାନ ଦେଇଛନ୍ତି ୟାଙ୍ଗ ୟୋଙ୍ଗ ନାମକ ଡ୍ରାଇଭର। ଫଳରେ ସେ ଏବେ ମରିବି ଅମର ପାଲଟି ଯାଇଛନ୍ତି। ଚୀନ୍‌ ସୋଶାଲ ମିଡିଆରେ ତାଙ୍କ ନିକଟକୁ ଛୁଟୁଛି ଶ୍ରଦ୍ଧାଞ୍ଜଳି। ଗତ ଶନିବାର ଦକ୍ଷିଣ ପଶ୍ଚିମ ଚାଇନାର ଗୁଇଆଙ୍ଗରୁ ଗୁଆଙ୍ଗଝୁକୁ ପ୍ରାୟ ୧୪୪ ଯାତ୍ରୀଙ୍କୁ ଧରି ଏକ ବୁଲେଟ ଟ୍ରେନ୍‌ କ୍ଷୀପ୍ର ବେଗରେ ଯାଉଥିଲା। […]

bulet-train

bulet-train

Niharika Rout
  • Published: Tuesday, 07 June 2022
  • Updated: 07 June 2022, 01:09 PM IST

Sports

Latest News

ବେଜିଂ: ବୁଲେଟ ଟ୍ରେନ୍‌ ଡ୍ରାଇଭର ପାଲଟିଗଲେ ରିଅଲ ହିରୋ। ନିଜ ଜୀବନକୁ ବାଜି ଲଗାଇ ପ୍ରାୟ ୧୪୦ ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନୂତନ ଜୀବନ ଦାନ ଦେଇଛନ୍ତି ୟାଙ୍ଗ ୟୋଙ୍ଗ ନାମକ ଡ୍ରାଇଭର। ଫଳରେ ସେ ଏବେ ମରିବି ଅମର ପାଲଟି ଯାଇଛନ୍ତି। ଚୀନ୍‌ ସୋଶାଲ ମିଡିଆରେ ତାଙ୍କ ନିକଟକୁ ଛୁଟୁଛି ଶ୍ରଦ୍ଧାଞ୍ଜଳି।

ଗତ ଶନିବାର ଦକ୍ଷିଣ ପଶ୍ଚିମ ଚାଇନାର ଗୁଇଆଙ୍ଗରୁ ଗୁଆଙ୍ଗଝୁକୁ ପ୍ରାୟ ୧୪୪ ଯାତ୍ରୀଙ୍କୁ ଧରି ଏକ ବୁଲେଟ ଟ୍ରେନ୍‌ କ୍ଷୀପ୍ର ବେଗରେ ଯାଉଥିଲା। ହେଲେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଟ୍ରାକ୍‌ରେ କିଛି ସମସ୍ୟା ଥିବା ଡ୍ରାଇଭର ୟାଙ୍ଗ ୟୋଙ୍ଗ ଜାଣି ପାରିଥିଲେ। ଉକ୍ତ ସମୟରେ ଟ୍ରେନ୍‌ଟି ଏକ ଟନେଲ ଅତିକ୍ରମ କରୁଥିଲା।

ଟ୍ରେନ୍‌କୁ ଯେକୌଣସି ପରିସ୍ଥିତିରେ ନ ଅଟକାଇଲେ ଆଗରେ ନିଶ୍ଚିତ ମୃତ୍ୟୁ ଥିବା ଜାଣିପାରିଥିଲେ ୟାଙ୍ଗ ୟୋଙ୍ଗ। ଏହାପରେ ସେ ସଙ୍ଗେ ସଙ୍ଗେ ଏମରଜେନ୍ସି ବ୍ରେକ୍‌ ମାରିଥିଲେ। କ୍ଷୀପ୍ର ବେଗରେ ଯାଉଥିବା ଟ୍ରେନ୍‌ଟି ପାର୍ଶ୍ୱରେ ଥିବା କାଦୁଅ ଓ ପଥର ଖଣ୍ଡରେ ଦ୍ରୁତ ଗତିରେ ମାଡ଼ ହୋଇଥିଲା। ଫଳରେ ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ୍‌ ହୋଇଯାଇଥିଲା।

ଏହି ଦୁର୍ଘଟଣାରେ ଟ୍ରେନ୍‌ ଡ୍ରାଇଭର ୟାଙ୍ଗ ୟୋଙ୍ଗଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। କିନ୍ତୁ ଅବଶିଷ୍ଟ ୧୩୬ ଯାତ୍ରୀ ନିଶ୍ଚିତ ଦୁର୍ଘଟଣାରୁ ସୁରକ୍ଷିତ ବଞ୍ଚିଯାଇଛନ୍ତି। ଡ୍ରାଇଭର ୟାଙ୍ଗ ୟୋଙ୍ଗ ସଙ୍ଗେ ସଙ୍ଗେ ଉପସ୍ଥିତି ବୁଦ୍ଧି ଖଟାଇବା ସହ ନିଜ ଜୀବନକୁ ବିପଦକୁ ଠେଲି ଦେବାରୁ ଅନ୍ୟ ଯାତ୍ରୀମାନଙ୍କ ଜୀବନ ରକ୍ଷା ହୋଇପାରିଥିବା କୁହାଯାଉଛି।

ୟାଙ୍ଗ ୟୋଙ୍ଗ ପିପୁଲ ଆର୍ମଡ ପୁଲିସ୍‌ ଫୋର୍ସରେ ଜଣେ ସୈନିକ ଭାବେ ୧୯୯୩ରୁ ୧୯୯୬ ମସିହା ପର୍ଯ୍ୟନ୍ତ କାମ କରୁଥିଲେ। ସୈନିକ ଭାବେ କାମ କରୁଥିବା ବେଳେ ସେ ଜଣେ ସ୍କ୍ୱାର୍ଡ ଲିଡର ଥିବା ସହ ଦେଶ ପ୍ରତି ଉତ୍ସର୍ଗୀକୃତ ଜଣେ ସୈନ୍ୟ ଥିଲେ। ସୈନ୍ୟବାହିନୀରୁ ଅବସର ନେବା ପରେ ଚୀନ୍‌ର ରେଳ ବିଭାଗରେ ସେ ଚାକିରି କରିଥିଲେ। ସେଠାରେ ସେ ଜଣେ କୋ-ଡ୍ରାଇଭର, ଆସିଷ୍ଟାଣ୍ଟ ଡ୍ରାଇଭର, ଫୋରମ୍ୟାନ୍‌, ଡ୍ରାଇଭର ଇନଷ୍ଟ୍ରକ୍ଟର, ଗ୍ରାଉଣ୍ଡ ଡ୍ରାଇଭର ଓ ପରେ ଟ୍ରେନ୍‌ ଡ୍ରାଇଭର ଭାବେ କାମ କରିଥିଲେ।

ୟାଙ୍ଗ ୟୋଙ୍ଗଙ୍କ ଏପରି ବଳିଦାନକୁ ଦେଶବାସୀ ମନେ ପକାଇବା ସହ ତାଙ୍କୁ ରିଅଲ ହିରୋ ବୋଲି କହୁଛନ୍ତି। ଚୀନ ସୋଶାଲ ମିଡିଆରେ ଏବେ ୟାଙ୍ଗ ୟୋଙ୍ଗ ଜଣେ ବାସ୍ତବ ନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story