ଘନ କୁହୁଡି ପାଇଁ ୬ଟି ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ: ଆଜି ଘନ କୁହୁଡ଼ି କାରଣରୁ ଉତ୍ତର ଭାରତରେ ୫୫ଟି ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ବେଳେ ୬ଟି ଟ୍ରେନ୍‌ ବାତିଲ୍‌ କରିଛି ରେଳ ବିଭାଗ। ଆଜି ଚାଳିବାକୁ ଥିବା ୨୨ଟି ଟ୍ରେନ୍‌ର ସମୟ ନିର୍ଘଣ୍ଟ କରାଯିବାକୁ ଥିବା ବେଳେ ଆସନ୍ତାକାଲି ଚାଲିବାକୁ ଥିବା ଦୁଇଟି ଟ୍ରେନ୍‌କୁ ବାତିଲ କରାଯାଇଛି। ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛି ନୂଆ ଦିଲ୍ଲୀ-ହାୱଡ଼ା ପୂର୍ଭା ଏକ୍ସପ୍ରେସ୍‌, ନୂଆଦିଲ୍ଲୀ-ରାଜଧାନୀ ଭୁବନେଶ୍ୱର ଏକ୍ସପ୍ରେସ, ଅମ୍ରିତ୍‌ସର-ହାୱଡ଼ା ମେଲ୍‌, ଯୋଧପୁର-ବାରଣାସୀ ମରୁଧର ଏକ୍ସପ୍ରେସ୍‌, ଦିଲ୍ଲୀ ଜଙ୍କସନ୍‌-ଆଜମଗଡ଼ […]

TrainFog

TrainFog

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 02:07 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଘନ କୁହୁଡ଼ି କାରଣରୁ ଉତ୍ତର ଭାରତରେ ୫୫ଟି ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ବେଳେ ୬ଟି ଟ୍ରେନ୍‌ ବାତିଲ୍‌ କରିଛି ରେଳ ବିଭାଗ। ଆଜି ଚାଳିବାକୁ ଥିବା ୨୨ଟି ଟ୍ରେନ୍‌ର ସମୟ ନିର୍ଘଣ୍ଟ କରାଯିବାକୁ ଥିବା ବେଳେ ଆସନ୍ତାକାଲି ଚାଲିବାକୁ ଥିବା ଦୁଇଟି ଟ୍ରେନ୍‌କୁ ବାତିଲ କରାଯାଇଛି।

ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛି ନୂଆ ଦିଲ୍ଲୀ-ହାୱଡ଼ା ପୂର୍ଭା ଏକ୍ସପ୍ରେସ୍‌, ନୂଆଦିଲ୍ଲୀ-ରାଜଧାନୀ ଭୁବନେଶ୍ୱର ଏକ୍ସପ୍ରେସ, ଅମ୍ରିତ୍‌ସର-ହାୱଡ଼ା ମେଲ୍‌, ଯୋଧପୁର-ବାରଣାସୀ ମରୁଧର ଏକ୍ସପ୍ରେସ୍‌, ଦିଲ୍ଲୀ ଜଙ୍କସନ୍‌-ଆଜମଗଡ଼ ଏକ୍ସପ୍ରେସ୍‌, ବାରଣାସୀ-ନୂଆଦିଲ୍ଲୀ କାଶୀବିଶ୍ୱନାଥ ଏକ୍ସପ୍ରେସ୍‌।

ଆସନ୍ତା କାଲି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ ଦୁଇଟି ଟ୍ରେନ୍‌ହେଉଛି ବାରଣାସୀ-ଯୋଧପୁର ମରୁଧର ଏକ୍ସପ୍ରେସ୍‌ଏବଂ ନୂଆଦିଲ୍ଲୀ-ବାରଣାସୀ କାଶୀବିଶ୍ୱନାଥ ଏକ୍ସପ୍ରେସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story