ୱାଶିଂଟନ୍: ଆମେରିକା ପକ୍ଷରୁ ନୂଆ ଟ୍ରାଭେଲ୍ କଟକଣା ଜାରି ହୋଇଛି। ଏଥିରେ ଭାରତକୁ ଲେଭଲ୍ ଟୁ’ରେ ରଖିଛି ଆମେରିକା। ବିଭିନ୍ନ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରି ଆମେରିକା ପକ୍ଷରୁ ନାଗରିକମାନଙ୍କ ପାଇଁ ଏହି ଟ୍ରାଭେଲ୍ ଆଡଭାଇଜରି ଜାରି କରାଯାଇଛି। ଭାରତରେ ପର୍ଯ୍ୟଟକଙ୍କ ବିରୋଧରେ ହିଂସା ଓ ଦୁଷ୍କର୍ମ ବଢୁଥିବା ଅଭିଯୋଗ ସହ ପାକ୍ ସୀମାରେ ଆତଙ୍କବାଦୀମାନଙ୍କ ଦ୍ୱାରା ବାରମ୍ବାର ହିଂସା ଯୋଗୁଁ ନିଜ ଦେଶର ନାଗରିକମାନଙ୍କ ପାଇଁ ଏହି ଆଡଭାଇଜରୀ ଜାରି କରିଛି ଆମେରିକା।
ଆମେରିକା ଭାରତକୁ ଲେଭଲ୍ ଟୁ’ରେ ରଖାଯାଇଥିବା ବେଳେ ପାକିସ୍ତାନକୁ ଲେଭଲ୍ ଥ୍ରି ଓ ହିଂସା ପ୍ରଭାବିତ ଆଫଗାନିସ୍ତାନକୁ ଲେଭଲ୍ ଫୋର୍ରେ ରଖାଯାଇଛି। ଆଫଗାନିସ୍ତାନକୁ ଲେଭଲ୍ ୪ରେ ରଖାଯାଇଥିବାରୁ ଏହି ଦେଶକୁ ଆମେରିକୀୟ ନାଗରିକମାନଙ୍କୁ ଆଦୌ ନଯିବାକୁ ପରାମର୍ଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।