ଜେଟ୍‌ ଏୟାରୱେଜ୍‌କୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଲେ ଯାତ୍ରୀ

ମୁମ୍ବାଇ: କ୍ରୁ ମେମ୍ବରଙ୍କ ଅବହେଳା ଯୋଗୁଁ ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍‌ ଏୟାରୱେଜ୍‌ର ଏକ ବିମାନରେ ଘଟିଥିବା ଅଘଟଣରେ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି। ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜ୍‌କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଛନ୍ତି। ଉକ୍ତ ଯାତ୍ରୀ ଜଣଙ୍କ ଏହି ଏୟାରଲାଇନ୍‌ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି। ଏହି ଏୟାରଲାଇନ୍ ଯାତ୍ରୀମାନଙ୍କର ଠିକଣା ଯତ୍ନ ନେଉ ନାହିଁ ବୋଲି ସେ ଅଭିଯୋଗ […]

jet_....

jet_....

Tapaswini Nayak
  • Published: Friday, 21 September 2018
  • Updated: 21 September 2018, 04:29 AM IST

Sports

Latest News

ମୁମ୍ବାଇ: କ୍ରୁ ମେମ୍ବରଙ୍କ ଅବହେଳା ଯୋଗୁଁ ମୁମ୍ବାଇରୁ ଜୟପୁର ଯାଉଥିବା ଜେଟ୍‌ ଏୟାରୱେଜ୍‌ର ଏକ ବିମାନରେ ଘଟିଥିବା ଅଘଟଣରେ ନୂଆ ଟ୍ୱିଷ୍ଟ୍ ଦେଖିବାକୁ ମିଳିଛି।
ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣେ ଯାତ୍ରୀ ଜେଟ୍ ଏୟାରୱେଜ୍‌କୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ମାଗିଛନ୍ତି।
ଉକ୍ତ ଯାତ୍ରୀ ଜଣଙ୍କ ଏହି ଏୟାରଲାଇନ୍‌ ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି। ଏହି ଏୟାରଲାଇନ୍ ଯାତ୍ରୀମାନଙ୍କର ଠିକଣା ଯତ୍ନ ନେଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯାତ୍ରୀ ଜଣଙ୍କ ବିମାନ ଉଡ଼ାଣ ବେଳର ଏକ ଭିଡିଓ ସୋଶାଲ୍ ମିଡିଆରେ ଶେୟାର କରିବା ପାଇଁ ମଧ୍ୟ ଧମକ ଦେଇଛନ୍ତି।
ବିମାନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି ଆହତ ହୁଅନ୍ତି, ତା’ହେଲେ ସଂପୃକ୍ତ ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦିଆଯିବା ନେଇ ନିୟମ ରହିଛି।
ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇରୁ ଜୟପୁର ଯାଉଥିବା ଏହି ଜେଟ୍ ଏୟାରୱେଜ୍‌ରେ କ୍ରୁ ମେମ୍ବର କ୍ୟାବିନର ପ୍ରେସରକୁ ଠିକ୍ ରଖିବା ପାଇଁ ଉଦ୍ଦିଷ୍ଟ ସ୍ୱିଚ୍‌କୁ ଭୁଲରେ ଅନ୍ କରି ନ ଥିଲେ। ଏହି କାରଣରୁ ବିମାନରେ ଥିବା ୧୬୬ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିଥିଲା। କିଛି ଯାତ୍ରୀଙ୍କ ପ୍ରବଳ ମୁଣ୍ଡବିନ୍ଧା ମଧ୍ୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story