ବିଜେପିର ରୋଡ ଶୋ’ ବେଳେ ହିଂସାକାଣ୍ଡ ଘଟଣା, ଆଜି ନିର୍ବାଚନ କମିଶନଙ୍କୁ ଭେଟିବ ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଗତକାଲି ହୋଇଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଲଦିଛନ୍ତି ତୃଣମୂଳ କଂଗ୍ରେସ ଏବଂ ବିଜେପି। ଆଜି ଏହି ହିଂସାକାଣ୍ଡ ଘଟଣା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ତୃଣମୂଳ କଂଗ୍ରେସର ସଂସଦୀୟ ଟିମ୍ ଭେଟିବ ବୋଲି ଟିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଗତକାଲି ବିଜେପି ସଭାପତି ଅମିତ ଶାହ ରୋଡ ଶୋ’ କରିବା ବେଳେ ହିଂସାକାଣ୍ଡ ହୋଇଥିଲା। ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ହିଂସାକାଣ୍ଡ ଘଟଣାର […]

551955-mamata-army

551955-mamata-army

Subhransu Sekhar
  • Published: Wednesday, 15 May 2019
  • Updated: 15 May 2019, 09:10 AM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ଗତକାଲି ହୋଇଥିବା ନିର୍ବାଚନୀ ହିଂସାକାଣ୍ଡ ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଲଦିଛନ୍ତି ତୃଣମୂଳ କଂଗ୍ରେସ ଏବଂ ବିଜେପି। ଆଜି ଏହି ହିଂସାକାଣ୍ଡ ଘଟଣା ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ତୃଣମୂଳ କଂଗ୍ରେସର ସଂସଦୀୟ ଟିମ୍ ଭେଟିବ ବୋଲି ଟିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଗତକାଲି ବିଜେପି ସଭାପତି ଅମିତ ଶାହ ରୋଡ ଶୋ’ କରିବା ବେଳେ ହିଂସାକାଣ୍ଡ ହୋଇଥିଲା। ତେବେ ଏହି ଘଟଣାକୁ ନିନ୍ଦା କରିବା ସହ ହିଂସାକାଣ୍ଡ ଘଟଣାର ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ବିଜେପି ସଭାପତି ପଶ୍ଚିମବଙ୍ଗରେ ଏକ ରାଲି କରିଥିଲେ। ଅମିତ ଶାହାଙ୍କ ରାଲି ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର କଲେଜ ପାଖରେ ପହଞ୍ଚିବା ପରେ ଟିଏମସି ଛାତ୍ର ପରିଷଦ ଅମିତ ଶାହଙ୍କ ରାଲି ଉପରକୁ ଟେକା, ପଥର ଫିଙ୍ଗିଥିଲେ। ଏହାପରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ମଧ୍ୟରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହିଂସାକାଣ୍ଡ ଘଟଣା ପରେ ସଂପୃକ୍ତ ସ୍ଥାନକୁ ଗସ୍ତ କରିଥିବା ସୂଚନା ରହିଛି। ରାଲି ବେଳେ କଲେଜଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ମମତା କହିଛନ୍ତି। ତେବେ ଗତକାଲି ଏହି ହିଂସାକାଣ୍ଡ ପାଇଁ ବିଜେପି ସଭାପତି ଟିଏମସିକୁ ଦାୟୀ କରିଥିଲେ। ଏବଂ ଏ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଗଣମାଧ୍ୟମକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story