ପାର୍ଲିଆମେଣ୍ଟରେ ଆଜି ଉପସ୍ଥାପିତ ହେବ “ତିନ୍ ତଲାକ୍‌” ବିଲ୍‌

ନୂଆଦିଲ୍ଲୀ: ପାର୍ଲିଆମେଣ୍ଟର ଶୀତ ଅଧିବେଶନରେ ଗୁରୁବାର ୩ ତଲାକ୍ ବିଲ୍‌ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଭାଜପା ନିଜର  ସମସ୍ତ ଏମ୍‌ପିଙ୍କୁ ହୁଇପ୍‌ ଜାରି କରିଛି। ଏହାପୂର୍ବରୁ ଭାଜପା ସଂସଦୀୟ ଦଳର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତିନ୍‌ ତଲାକ୍ ବିଲ୍‌କୁ ଭାଜପା ନେତୃତ୍ୱାଧୀନ ସରକାର ଗୃହରେ ଉପସ୍ଥାପିତ କରୁଥିବା ବେଳେ ବିରୋଧୀ କଂଗ୍ରେସ ଏହାକୁ ସମର୍ଥନ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କ’ଣ କୁହେ ଏହି ବିଲ୍‌: ନିଜ ପତ୍ନୀଙ୍କ […]

vty

vty

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 11:34 AM IST

Sports

Latest News

ନୂଆଦିଲ୍ଲୀ: ପାର୍ଲିଆମେଣ୍ଟର ଶୀତ ଅଧିବେଶନରେ ଗୁରୁବାର ୩ ତଲାକ୍ ବିଲ୍‌ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଯାହାକୁ ନେଇ ଭାଜପା ନିଜର  ସମସ୍ତ ଏମ୍‌ପିଙ୍କୁ ହୁଇପ୍‌ ଜାରି କରିଛି। ଏହାପୂର୍ବରୁ ଭାଜପା ସଂସଦୀୟ ଦଳର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତିନ୍‌ ତଲାକ୍ ବିଲ୍‌କୁ ଭାଜପା ନେତୃତ୍ୱାଧୀନ ସରକାର ଗୃହରେ ଉପସ୍ଥାପିତ କରୁଥିବା ବେଳେ ବିରୋଧୀ କଂଗ୍ରେସ ଏହାକୁ ସମର୍ଥନ ଦେଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

କ’ଣ କୁହେ ଏହି ବିଲ୍‌: ନିଜ ପତ୍ନୀଙ୍କ ବିରୋଧରେ ମୌଖିକ, ଲିଖିତ ଭାବ ତଲାକ୍‌ ଦିଆଯିବା ସମ୍ପୁର୍ଣ୍ଣ ଭାବ ବେଆଇନ୍‌। ଏପରିକି ଇଲେକ୍ଟୋନିକ୍ସ ଫୋରମ ଜରିଆରେ ମଧ୍ୟ ଏଭଳି ମୁସଲମାନ୍‌ ପତି ଏଭଳି ତଲାକ୍‌ ଦେଲେ ତାହାକୁ ଆଇନତଃ ଦଣ୍ଡନୀୟ ବୋଲି ବିବେଚନା କରାଯିବ। ଏପରିକି ଏଥିପାଇଁ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ତେବେ ଏହି ଦଣ୍ଡ ଅବଧି ଆହୁରି ବଢିପାରେ ବୋଲି ବିଧାନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story