ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେଲା ତିନ୍‌ ତଲାକ୍‌ ବିଲ୍‌, ବିଜେଡିର ବିରୋଧ  

ନୂଆଦିଲ୍ଲୀ: ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେଲା ମୁସଲିମ୍‌ ମହିଳା ବିଲ୍‌ ବା ତିନ୍‌ ତଲାକ୍‌ ବିଲ୍‌। ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍‌ ଉପସ୍ଥାପନ କରିଥିଲେ ହେଁ ଏହାକୁ କଂଗ୍ରେସ, ବିଜେଡି ଓ ଏଆଇଏଡିଏମ୍‌କେ ବିରୋଧ କରିଛନ୍ତି। ଏଣେ ମୁସଲମାନ୍‌ ସମୁଦାୟ ଉପରେ କଥା କହୁଥିବା ଅସାଦୁଦ୍ଦିନ୍‌ ଅବ୍ବାସି କଡା ଟିପ୍ପଣି ରଖି ପ୍ରଶ୍ନ କରିଛନ୍ତି ଯେ, ଯଦି ଏହାକୁ ଅପରାଧ ତାଲିକାର ପର୍ଯ୍ୟାୟଭୁକ୍ତ କରାଯାଇ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଉଛି ତେବେ ପୀଡିତାଙ୍କ ରକ୍ଷଣାବେକ୍ଷଣ କିଏ କରିବ? […]

ravi-shankar_650x400_81514446551

ravi-shankar_650x400_81514446551

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 02:35 PM IST

Sports

Latest News

ନୂଆଦିଲ୍ଲୀ: ପାର୍ଲିଆମେଣ୍ଟରେ ଉପସ୍ଥାପିତ ହେଲା ମୁସଲିମ୍‌ ମହିଳା ବିଲ୍‌ ବା ତିନ୍‌ ତଲାକ୍‌ ବିଲ୍‌। ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ୍‌ ଉପସ୍ଥାପନ କରିଥିଲେ ହେଁ ଏହାକୁ କଂଗ୍ରେସ, ବିଜେଡି ଓ ଏଆଇଏଡିଏମ୍‌କେ ବିରୋଧ କରିଛନ୍ତି। ଏଣେ ମୁସଲମାନ୍‌ ସମୁଦାୟ ଉପରେ କଥା କହୁଥିବା ଅସାଦୁଦ୍ଦିନ୍‌ ଅବ୍ବାସି କଡା ଟିପ୍ପଣି ରଖି ପ୍ରଶ୍ନ କରିଛନ୍ତି ଯେ, ଯଦି ଏହାକୁ ଅପରାଧ ତାଲିକାର ପର୍ଯ୍ୟାୟଭୁକ୍ତ କରାଯାଇ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଉଛି ତେବେ ପୀଡିତାଙ୍କ ରକ୍ଷଣାବେକ୍ଷଣ କିଏ କରିବ?

ପାର୍ଲିଆମେଣ୍ଟରେ ଏହି ବିଲ୍‌ ଉପସ୍ଥାପନ କରିବା ସମୟରେ ରବିଶଙ୍କର କହିଥିଲେ ଯେ, ପୂର୍ବରୁ ୩ ତଲାକ୍‌କୁ ସୁପ୍ରିମ୍‌ କୋର୍ଟ ବେଆଇନ୍‌ ବୋଲି ନିଷ୍ପତ୍ତି ଶୁଣାଇ ସାରିଛନ୍ତି। ଏଣୁ ଏହାକୁ ଅପରାଧ ଶ୍ରେଣୀଭୁକ୍ତ କରିବାରେ ଅସୁବିଧା କୋଉଠି ରହିଛି। ମୁସ୍‌ଲିମ୍‌ ଭଉଣୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ମୂଳୋତ୍ପାଟନ ଲାଗି ଏଭଳି ବ୍ୟବସ୍ଥା କରାଯାଉଛି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଉ ଥାଉ କୌଣସି ମୁସଲିମ୍‌ ଭଉଣୀ ପ୍ରତି ଅନ୍ୟାୟ ସହିହେବ ନାହିଁ। ଏଣୁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ଆଦେଶର ଏହା ଅନୁପାଳନ ମାତ୍ର।

ଅନ୍ୟପକ୍ଷରେ ବିଜେଡି ଏମ୍‌ପି ତଥାଗତ ସତପଥୀ ଓ ଭତ୍ତୃହରି ମହତାବ ନିଜ ବିବୃତିରେ ଏଭଳି ବିଲ୍‌କୁ ବିରୋଧ କରିଛନ୍ତି । ତଥାଗତ କହିଛନ୍ତି ଯେ, ତଲାକ୍‌ ବା ଛାଡପତ୍ର ଏକ ସିଭିଲ ମାମଲା ହୋଇଥିବା ବେଳେ ଏହାକୁ ଆପରାଧିକ ମାମଲାର ଶ୍ରେଣୀଭୁକ୍ତ କରିବା ଆଦୌ ସମିଚୀନ ନୁହେଁ। ତାଙ୍କ ଦଳ ୩ ତଲାକ୍‌କୁ ସମର୍ଥନ କରୁ ନ ଥିଲେ ହେଁ ଏହି ବିଲ୍‌କୁ ବିରୋଧ କରୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story