ଟ୍ରିପଲ ତଲାକର ବିରୋଧ କରିବା ଭୁଲ: ମୌଲାନା ମହମ୍ମଦ

ନୂଆଦିଲ୍ଲୀ: ‘ଅଲ ଇଣ୍ଡିଆ ମୁସଲିମ ଲ’ ବୋର୍ଡ’ର ମହାସଚିବ ମୌଲାନା ମହମ୍ମଦ ୱାଲି ରହମାନି ଟ୍ରିପଲ ତଲାକର ମୁଦ୍ଦା ଉପରେ ଆଜି ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମୋଦି ସରକାର ୟୁନିଫର୍ମ ସିଭିଲ କୋର୍ଡ ଆଣି ଦେଶକୁ ଭଙ୍ଗ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଟ୍ରିପଲ ତଲାକ ଉପରେ ସରକାରଙ୍କ ବିରୋଧ ଠିକ୍ ନୁହେଁ। ବିବିଧତା ମଧ୍ୟରେ ଏକତା ଥିବା ଦେଶ ଭାରତରେ ୟୁନିଫର୍ମ ସିଭିଲ […]

maulana-wali

maulana-wali

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 03:48 PM IST

Sports

Latest News

ନୂଆଦିଲ୍ଲୀ: ‘ଅଲ ଇଣ୍ଡିଆ ମୁସଲିମ ଲ’ ବୋର୍ଡ’ର ମହାସଚିବ ମୌଲାନା ମହମ୍ମଦ ୱାଲି ରହମାନି ଟ୍ରିପଲ ତଲାକର ମୁଦ୍ଦା ଉପରେ ଆଜି ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମୋଦି ସରକାର ୟୁନିଫର୍ମ ସିଭିଲ କୋର୍ଡ ଆଣି ଦେଶକୁ ଭଙ୍ଗ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଟ୍ରିପଲ ତଲାକ ଉପରେ ସରକାରଙ୍କ ବିରୋଧ ଠିକ୍ ନୁହେଁ।

ବିବିଧତା ମଧ୍ୟରେ ଏକତା ଥିବା ଦେଶ ଭାରତରେ ୟୁନିଫର୍ମ ସିଭିଲ କୋର୍ଡ ହେବା ଉଚିତ୍ ନୁହେଁ। ଏଠାରେ ସବୁ ଧର୍ମର ଲୋକ ରହୁଛନ୍ତି ଏବଂ ସମସ୍ତେ  ସମ୍ବିଧାନ ମୁତାବକ ରହୁଛନ୍ତି। ସରକାର ଏହାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ମୌଲାନା ରହମାନି ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ଆମେରିକାକୁ ଜୟ ଜୟକାର କରୁଥିବା ଭାରତ ସରକାର ଜାଣିବା ଉଚିତ ଯେ, ଆମେରିକାର ବିଭିନ୍ନ ରାଜ୍ୟରେ ନିଜର ଆଇନ ଏବଂ ଅଲଗା ପରିଚୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story