ଟ୍ରିପଲ ତଲାକର ବିରୋଧ କରିବା ଭୁଲ: ମୌଲାନା ମହମ୍ମଦ

ନୂଆଦିଲ୍ଲୀ: ‘ଅଲ ଇଣ୍ଡିଆ ମୁସଲିମ ଲ’ ବୋର୍ଡ’ର ମହାସଚିବ ମୌଲାନା ମହମ୍ମଦ ୱାଲି ରହମାନି ଟ୍ରିପଲ ତଲାକର ମୁଦ୍ଦା ଉପରେ ଆଜି ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମୋଦି ସରକାର ୟୁନିଫର୍ମ ସିଭିଲ କୋର୍ଡ ଆଣି ଦେଶକୁ ଭଙ୍ଗ କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କି ଟ୍ରିପଲ ତଲାକ ଉପରେ ସରକାରଙ୍କ ବିରୋଧ ଠିକ୍ ନୁହେଁ।

ବିବିଧତା ମଧ୍ୟରେ ଏକତା ଥିବା ଦେଶ ଭାରତରେ ୟୁନିଫର୍ମ ସିଭିଲ କୋର୍ଡ ହେବା ଉଚିତ୍ ନୁହେଁ। ଏଠାରେ ସବୁ ଧର୍ମର ଲୋକ ରହୁଛନ୍ତି ଏବଂ ସମସ୍ତେ  ସମ୍ବିଧାନ ମୁତାବକ ରହୁଛନ୍ତି। ସରକାର ଏହାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

ମୌଲାନା ରହମାନି ସରକାରଙ୍କୁ ଆକ୍ଷେପ କରି କହିଛନ୍ତି, ଆମେରିକାକୁ ଜୟ ଜୟକାର କରୁଥିବା ଭାରତ ସରକାର ଜାଣିବା ଉଚିତ ଯେ, ଆମେରିକାର ବିଭିନ୍ନ ରାଜ୍ୟରେ ନିଜର ଆଇନ ଏବଂ ଅଲଗା ପରିଚୟ ରହିଛି।

 

ଆହୁରି ପଢ଼ନ୍ତୁ

‘ସୁଶାନ୍ତଙ୍କ ବାପା ଦ୍ୱିତୀୟ ବିବାହ କରିଥିବାରୁ ବାପ-ପୁଅଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା’

ଅନଲାଇନ୍ ଗଣିତ ପଢ଼ାଇ ହୃଦୟ ଜିତୁଛନ୍ତି ୮୧ ବର୍ଷୀୟ ଗଣିତ ଶିକ୍ଷୟିତ୍ରୀ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା