ରାଜ୍ୟ ସଭାରେ ବାଟ ଓଗାଳିଲା କଂଗ୍ରେସ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ୍‌ ବିଲ ଲୋକ ସଭାରେ ପାରିତ ହେବା ପରେ ଆଜି ଏହାକୁ ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି। ହେଲେ ଆରମ୍ଭରୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ତିବ୍ର ବିରୋଧ କରାଯାଇଛି। ବିରୋଧୀଙ୍କ ପକ୍ଷରୁ ବିଲକୁ ସଂଶୋଧନ ପାଇଁ ଦାବି କରାଯାଇଛି। ପ୍ରବଳ ହଟ୍ଟଗୋଳ ହୋହଲ୍ଲା ଯୋଗୁ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।  ଟ୍ରିପଲ୍ ତଲାକ୍‌ ଏକ (ସିଭିଲ) ଧାର୍ମିକ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ଫୌଜଦାରୀ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ  ଏହାକୁ ନେଇ […]

talaq

talaq

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 04:40 PM IST

Sports

Latest News

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଟ୍ରିପଲ୍ ତଲାକ୍‌ ବିଲ ଲୋକ ସଭାରେ ପାରିତ ହେବା ପରେ ଆଜି ଏହାକୁ ରାଜ୍ୟସଭାରେ ଉପସ୍ଥାପିତ କରାଯାଇଛି। ହେଲେ ଆରମ୍ଭରୁ ଏହାକୁ ନେଇ କଂଗ୍ରେସ ପକ୍ଷରୁ ତିବ୍ର ବିରୋଧ କରାଯାଇଛି। ବିରୋଧୀଙ୍କ ପକ୍ଷରୁ ବିଲକୁ ସଂଶୋଧନ ପାଇଁ ଦାବି କରାଯାଇଛି। ପ୍ରବଳ ହଟ୍ଟଗୋଳ ହୋହଲ୍ଲା ଯୋଗୁ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।  ଟ୍ରିପଲ୍ ତଲାକ୍‌ ଏକ (ସିଭିଲ) ଧାର୍ମିକ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ଫୌଜଦାରୀ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ  ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି।

ସୂଚନାଯୋଗ୍ୟ ଯେ ସୁପ୍ରିମ୍‌ କୋର୍ଟ ତିନି ତଲାକକୁ ବେଆଇନ୍‌ ବୋଲି ଘୋଷଣା କରିବା ପରେ ସରକାର ଏନେଇ ଗୃହରେ ବିଲ୍‌ ଆଣିଥିଲେ। ଟ୍ରିପଲ ତଲାକ୍‌ ଦେଉଥିବା ମୁସଲିମଙ୍କୁ ୩ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ଏହି ମାମଲାକୁ  ଜାମିନବିହୀନ ଗିରଫ ପରୱାନା ତାଲିକାରେ ଶ୍ରେଣୀଭୁକ୍ତ କରାଯାଇଛି। ହେଲେ ଯେହେତୁ ରାଜ୍ୟ ସଭାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ବହୁମତ ନାହିଁ ସେଥିନେଇ କେନ୍ଦ୍ର ସରକାର ସମସ୍ୟାରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story