ଟ୍ରିପଲ ତଲାକର ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ: ତାରିକ ଅନୱର

ପାଟନା: ଟ୍ରିପଲ ତଲାକ ମୁଦ୍ଦାରେ ଏନସିପି ସାଂସଦ ତାରିକ ଅନୱର ନିଜର ମତ ପ୍ରକାଶ କରିଛନ୍ତି। ଟ୍ରିପଲ ତଲାକକୁ ନେଇ ଯାହା ସୁପ୍ରିମକୋର୍ଟ ବିଚାର କରି ନିଷ୍ପତ୍ତି ଦେବେ ତାହା ହିଁ ସବୁ ପକ୍ଷକୁ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଟ୍ରିପଲ ତଲାକ ବନ୍ଦ କରିବାକୁ ନେଇ ଭାରତ ସରକାର ରଖିଥିବା ପକ୍ଷ ଉପରେ ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ।

ତାରିକ କହିଛନ୍ତି  ବିଭିନ୍ନ ଦେଶରେ ମୁସଲମାନଙ୍କ ଏହି ଟ୍ରିପଲ ତଲାକ ପରମ୍ପରାକୁ ବନ୍ଦ କରିଦିଆଯାଇଛି। କିଛି ମୁସଲିମ ସଂଙ୍ଘଠନ ଏବଂ ମୁସଲିମ ମହିଳା ଏହି ପ୍ରଥାକୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି। ମୁସଲିମ ସଂଗଠନଙ୍କ କହିବାନୁଯାୟୀ ଏହି ପ୍ରଥା ମୁସଲିମ ସଂପ୍ରଦାୟ ବିରୋଧ କହୁଥିବା ବେଳେ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟର ଛାତ୍ରମାନେ ଏହାର ବିରୋଧ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଜଳାଇ ଦେଖାଇଥିଲେ।

ଆହୁରି ପଢ଼ନ୍ତୁ

କେନ୍ଦ୍ରର କୃଷି ଆଇନକୁ କାଉଣ୍ଟର ପାଇଁ ବିଲ୍‌ ପାସ, ଏମଏସପି ନିୟମ ଭାଙ୍ଗିଲେ ଜେଲ

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…

ଟିଆରପି ସ୍କାମ: ୟୁପିର ଏଫଆଇଆର ଆଧାରରେ ସିବିଆଇ ରୁଜୁ କଲା ମାମଲା

ପୁଲୱାମାରେ ଗଡ଼ିଲା ୨ ଆତଙ୍କୀଙ୍କ ମୁଣ୍ଡ

ଭାରତୀୟ ସୀମାରୁ ଧରା ପଡ଼ିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଲକଡାଉନ ଯାଇଛି, ହେଲେ କରୋନାର ବିପଦ ଟଳିନି କହିଲେ ମୋଦି

ରାହୁଲ ଗାନ୍ଧିଙ୍କ ଅସନ୍ତୋଷ ସତ୍ତ୍ୱେ ‘ଆଇଟମ୍‌’ ବୟାନ ପାଇଁ କ୍ଷମା ମାଗିବାକୁ ମନାକଲେ କମଲନାଥ

ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ଚୀନକୁ ରପ୍ତାନୀ ଯୋଗୁଁ ଦେଶରେ ଲୁହା ପଥରର ଅଭାବ, ଷ୍ଟିଲ ଶିଳ୍ପ ପ୍ରଭାବିତ

ଚାଇନା ସହ ତିକ୍ତତା: ତାଇୱାନ ସହ ବ୍ୟବସାୟିକ ସମ୍ପର୍କ ଆରମ୍ଭ କରିବ ଭାରତ

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ କ’ଣ କହିବେ ପ୍ରଧାନମନ୍ତ୍ରୀ ମୋଦି