ଚର୍ଚ୍ଚର ସରକାରୀ ଜମି ଦଖଲ ଅଭିଯୋଗ, ତାତିଲେ ହିନ୍ଦୁ ଗୋଷ୍ଠୀ

ଇଡୁକ୍କି: କେରଳର ଇଡୁକ୍କି ପଞ୍ଚଲିମେଡୁରେ ସେଣ୍ଟ ମ୍ୟାରି ଚର୍ଚ୍ଚ ସରକାରୀ ଜମି ଦଖଲ କରିବା ପାଇଁ କ୍ରସ୍‌ ପୋତିଥିବା ଅଭିଯୋଗ ଆଣିଛି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ। ଏହା ବିରୋଧରେ ସଂଗଠନ ପକ୍ଷରୁ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ କେହି ଜଣେ ଏହି କ୍ରସ୍‌ ସାମ୍ନାରେ ହିନ୍ଦୁ ଧର୍ମର ପ୍ରତୀକ ତ୍ରିଶୂଳ ପୋତି ଦେଇଥିଲା। ଏହି ପାହାଡ଼ି ଅଞ୍ଚଳ ଏକ ମନ୍ଦିର ପାଇଁ ପ୍ରସିଦ୍ଧ ଏବଂ ଏଠାରେ ୧୪ଟି ତୀର୍ଥସ୍ଥଳ ରହିଛି। କିନ୍ତୁ […]

trishul

trishul

Subrat Kumar Nayak
  • Published: Wednesday, 19 June 2019
  • Updated: 19 June 2019, 05:37 PM IST

Sports

Latest News

ଇଡୁକ୍କି: କେରଳର ଇଡୁକ୍କି ପଞ୍ଚଲିମେଡୁରେ ସେଣ୍ଟ ମ୍ୟାରି ଚର୍ଚ୍ଚ ସରକାରୀ ଜମି ଦଖଲ କରିବା ପାଇଁ କ୍ରସ୍‌ ପୋତିଥିବା ଅଭିଯୋଗ ଆଣିଛି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ। ଏହା ବିରୋଧରେ ସଂଗଠନ ପକ୍ଷରୁ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ କେହି ଜଣେ ଏହି କ୍ରସ୍‌ ସାମ୍ନାରେ ହିନ୍ଦୁ ଧର୍ମର ପ୍ରତୀକ ତ୍ରିଶୂଳ ପୋତି ଦେଇଥିଲା। ଏହି ପାହାଡ଼ି ଅଞ୍ଚଳ ଏକ ମନ୍ଦିର ପାଇଁ ପ୍ରସିଦ୍ଧ ଏବଂ ଏଠାରେ ୧୪ଟି ତୀର୍ଥସ୍ଥଳ ରହିଛି।

କିନ୍ତୁ ପ୍ରଶାସନ ଏହାକୁ ଅସ୍ୱୀକାର କରିଛି। ସ୍ଥାନୀୟ ପ୍ରଶାସନିକ ମୁଖ୍ୟଙ୍କ କହିବା ଅନୁଯାୟୀ ଏଠାରେ କିଛି ବାହାର ଲୋକ ଅଶାନ୍ତି ସୃଷ୍ଠଟି କରୁଛନ୍ତି। ସେ କହିଛନ୍ତି ଗତ ଇଷ୍ଟରରେ କିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ପରମ୍ପରା ଅନୁଯାୟୀ କାଠ ନିର୍ମିତ କ୍ରସ୍ ରଖିଥିଲେ। ଏହା ପ୍ରତିବର୍ଷ ହୁଏ। ଉଭୟ କ୍ରସ୍‌ ଏବଂ ମନ୍ଦିର ସରକାରୀ ଜମିରେ ରହିଛି ଏବଂ ଏଡା ଟୁରିଜିମ୍‌ ପ୍ରମୋସନ୍‌ କାଉନସିଲ ଦ୍ୱାରା ପରିଚାଳିତ।

ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିଶୂଳ ହଟାଇଦିଆଯାଇଛି। ଏହା ଧାର୍ମକ ହିଂସା ସୃଷ୍ଟିକାରୀ ଦର୍ଶାଇ ତ୍ରିଶୂଳ ସ୍ଥାପନ କରିଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story