ଚିଦାମ୍ବରମ୍‌ଙ୍କ ପୂରା ପରିବାରର ବଢ଼ିଲା ବିପଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ ଗିରଫ ହେବା ସମ୍ଭାବନା ଲଗାତାର ବଢ଼ିବାରେ ଲାଗିଥିବାବେଳେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ସମେତ ପୂରା ପରିବାର ଏବେ ଅଡ଼ୁଆରେ ପଡ଼ିଛି। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍‌ଙ୍କୁ ଆଗୁଆ ଜାମିନ୍‌ ଦେବାକୁ ମନା କରିଥିବାବେଳେ ମାଡ୍ରାସ୍‌ ହାଇକୋର୍ଟରୁ କାର୍ତ୍ତି ଏବଂ ତାଙ୍କ ସ୍ତ୍ରୀ ନିରାଶ ହୋଇଛନ୍ତି। ବୁଧବାର ବିଧାୟକ ଏବଂ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର କୋର୍ଟ ଏକ ଆୟକର ମାମଲାରେ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। କାର୍ତ୍ତି […]

karti-chidambaram

karti-chidambaram

Subrat Kumar Nayak
  • Published: Wednesday, 21 August 2019
  • Updated: 21 August 2019, 09:43 PM IST

Sports

Latest News

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ ଗିରଫ ହେବା ସମ୍ଭାବନା ଲଗାତାର ବଢ଼ିବାରେ ଲାଗିଥିବାବେଳେ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ସମେତ ପୂରା ପରିବାର ଏବେ ଅଡ଼ୁଆରେ ପଡ଼ିଛି। ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମ୍‌ଙ୍କୁ ଆଗୁଆ ଜାମିନ୍‌ ଦେବାକୁ ମନା କରିଥିବାବେଳେ ମାଡ୍ରାସ୍‌ ହାଇକୋର୍ଟରୁ କାର୍ତ୍ତି ଏବଂ ତାଙ୍କ ସ୍ତ୍ରୀ ନିରାଶ ହୋଇଛନ୍ତି।

ବୁଧବାର ବିଧାୟକ ଏବଂ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର କୋର୍ଟ ଏକ ଆୟକର ମାମଲାରେ କାର୍ତ୍ତିଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। କାର୍ତ୍ତି କୋର୍ଟଙ୍କଠାରୁ ଅନ୍ତରୀଣ ସୁରକ୍ଷା ମାଗିଥିଲେ।
ପୂର୍ବରୁ ଏହା ଅର୍ଥନୀତିକ ଅପରାଧ ସଂକ୍ରାନ୍ତ କୋର୍ଟରେ ଶୁଣାଣି ହେଉଥିଲା। କିନ୍ତୁ ସେ ସାଂସଦ ହେବାପରେ ଏହି ସ୍ୱତନ୍ତ୍ର କୋର୍ଟରେ ଶୁଣାଣି କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story