ରିପୋର୍ଟରଙ୍କ ଉପରେ ରାଗି ଅଧାରୁ ସାମ୍ବାଦିକ ସମ୍ମିଳନୀ ବନ୍ଦ କଲେ ଟ୍ରମ୍ପ

ୱାଶିଂଟନ: ଆମେରିକାରେ କରୋନା ଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୁଥିବା ସାମ୍ବାଦିକ ସମ୍ମିଳନୀ ଅଧାରୁ ବନ୍ଦ ହୋଇଯାଇଛି। ଜଣେ ଏସିଆନ-ଆମେରିକାନ ରିପୋର୍ଟର ଟ୍ରମ୍ପଙ୍କୁ କିଛି ପ୍ରଶ୍ନ ପଚାରିବାକୁ ସେ ଏଥିରେ କ୍ଷୁବ୍ଧ ହୋଇ ସମ୍ମିଳନୀ ଅଧାରୁ ଚାଲିଯାଇଛନ୍ତି। ସିବିଏସ ନ୍ୟୁଜର ଜଣେ ରିପୋର୍ଟର ପ୍ରଶ୍ନ କରିଥିଲେ ଯେ “କରୋନା ଟେଷ୍ଟିଂ କଥା ଆସିଲେ, ଆପଣ କାହିଁକି ଅନ୍ୟଦେଶଗୁଡ଼ିକ ତୁଳନାରେ ଆମେରିକା ଭଲ ପ୍ରଦର୍ଶନ କରୁଛି ବୋଲି କହୁଛନ୍ତି? ଏପରି କହିବାର […]

f

f

Hemant Lenka
  • Published: Tuesday, 12 May 2020
  • Updated: 12 May 2020, 04:33 PM IST

Sports

Latest News

ୱାଶିଂଟନ: ଆମେରିକାରେ କରୋନା ଯୋଗୁ ସୃଷ୍ଟି ହୋଇଥିବା ଭୟଙ୍କର ସ୍ଥିତି ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୁଥିବା ସାମ୍ବାଦିକ ସମ୍ମିଳନୀ ଅଧାରୁ ବନ୍ଦ ହୋଇଯାଇଛି। ଜଣେ ଏସିଆନ-ଆମେରିକାନ ରିପୋର୍ଟର ଟ୍ରମ୍ପଙ୍କୁ କିଛି ପ୍ରଶ୍ନ ପଚାରିବାକୁ ସେ ଏଥିରେ କ୍ଷୁବ୍ଧ ହୋଇ ସମ୍ମିଳନୀ ଅଧାରୁ ଚାଲିଯାଇଛନ୍ତି।

ସିବିଏସ ନ୍ୟୁଜର ଜଣେ ରିପୋର୍ଟର ପ୍ରଶ୍ନ କରିଥିଲେ ଯେ “କରୋନା ଟେଷ୍ଟିଂ କଥା ଆସିଲେ, ଆପଣ କାହିଁକି ଅନ୍ୟଦେଶଗୁଡ଼ିକ ତୁଳନାରେ ଆମେରିକା ଭଲ ପ୍ରଦର୍ଶନ କରୁଛି ବୋଲି କହୁଛନ୍ତି? ଏପରି କହିବାର କାରଣ କ’ଣ? ଆମେରିକାବାସୀ ସବୁଦିନ ପ୍ରାଣ ହରାଉଛନ୍ତି। ଏହା କ’ଣ ଏକ ପ୍ରତିଯୋଗିତା?”

ଏହା ଶୁଣି ଟ୍ରମ୍ପ ଖପ୍ପା ହୋଇଯାଇଥିଲେ। ସେ କହିଥିଲେ, “ବିଶ୍ୱର ସବୁ ସ୍ଥାନରେ ଲୋକମାନେ ପ୍ରାଣ ହରାଉଛନ୍ତି। ଏହି ପ୍ରଶ୍ନ ଆପଣ ମୋତେ ନୁହେଁ, ଚାଇନାକୁ ପଚାରିବା ଦରକାର? ମୋତେ ନୁହେଁ, ଚାଇନାକୁ ପଚାର। ଠିକ୍ ଅଛି ବୋଲି ଟ୍ରମ୍ପ ଖୁବ ରାଗି ଯାଇ କହିଥିଲେ।

ଏହାପରେ ବି ସିବିଏସର ରିପୋର୍ଟ ଜଣଙ୍କ ଆଉ କିଛି ପ୍ରଶ୍ନ କରିଥିଲେ। ତାବେ ଟ୍ରମ୍ପ ତାଙ୍କ କଥାକୁ ଗୁରୁତ୍ୱ ଦେଇ ନଥିଲେ। ଆଉ ଜଣେ ମହିଳା ସାମ୍ବାଦିକ ପ୍ରଶ୍ନ ପଚାରୁଥିଲେ ହେଁ ଟ୍ରମ୍ପ କ୍ରୋଧିତ ହୋଇ ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରି ଚାଲିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story