ଚାଇନାର କରୋନା ମୃତ୍ୟୁସଂଖ୍ୟାକୁ ନେଇ ସନ୍ଦେହ ପ୍ରକାଶ କଲେ ଟ୍ରମ୍ପ

ୱାଶିଂଟନ: କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚାଇନା ତୁଳନାରେ ଆମେରିକା, ଇଟାଲୀ ଓ ସ୍ପେନରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏପରି କି ଚାଇନା ତୁଳନାରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ଅଧିକ ହୋଇଯାଇଛି। ତେବେ ଚାଇନାରୁ ଏହି ଭାଇରସ ବିଶ୍ୱକୁ ବ୍ୟାପିଥିଲେ ହେଁ ଏଠାରେ କେମିତି ମାତ୍ର ୩୩୧୬ ଜଣ ପ୍ରାଣ ହରାଇଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିଛି। ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ ହେଁ ଚାଇନାକୁ ଏହାକୁ ଲୁଚାଇଥିବା ଅନେକ ଲୋକ କହିବା […]

tr

tr

Hemant Lenka
  • Published: Thursday, 02 April 2020
  • Updated: 02 April 2020, 01:20 PM IST

Sports

Latest News

ୱାଶିଂଟନ: କରୋନା ଭାଇରସର ଉତ୍ପତ୍ତି ସ୍ଥଳ ଚାଇନା ତୁଳନାରେ ଆମେରିକା, ଇଟାଲୀ ଓ ସ୍ପେନରେ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏପରି କି ଚାଇନା ତୁଳନାରେ ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ଅଧିକ ହୋଇଯାଇଛି। ତେବେ ଚାଇନାରୁ ଏହି ଭାଇରସ ବିଶ୍ୱକୁ ବ୍ୟାପିଥିଲେ ହେଁ ଏଠାରେ କେମିତି ମାତ୍ର ୩୩୧୬ ଜଣ ପ୍ରାଣ ହରାଇଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିଛି।

ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ ହେଁ ଚାଇନାକୁ ଏହାକୁ ଲୁଚାଇଥିବା ଅନେକ ଲୋକ କହିବା ଆରମ୍ଭ କଲେଣି। ଏହିକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଚାଇନାର ମୃତ୍ୟୁସଂଖ୍ୟା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଆମେରିକାର ଗୁଇନ୍ଦା ରିପୋର୍ଟରେ ମଧ୍ୟ ଚାଇନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଇଥିବା କୁହାଯାଇଥିବା ଜଣାପଡ଼ିଛି।

ହ୍ୱାଇଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ ଏ ବିଷୟରେ ପଚରାଯାଇଥିଲା। ଏହାର ଜବାବରେ ଟ୍ରମ୍ପ କହିଛନ୍ତି, “ଆମେ କେମିତି ଜାଣିବୁ ଯେ ସେମାନେ ପ୍ରକୃତ ତଥ୍ୟ ଦେଉଛନ୍ତି କି ନାହିଁ? ଚାଇନାର ସ୍ଥାନୀୟ ଲୋକ ଗୋଟିଏ କଥା କହୁଥିବା ବେଳେ ତଥ୍ୟ ଆଉ ଗୋଟିଏ ଆସୁଛି। ସେମାନଙ୍କ ପ୍ରକୃତ ତଥ୍ୟ ଦେଉଛନ୍ତି କି ନାହିଁ, ତା’ ଉପରେ ମୋର କିଛି କହିବାର ନାହିଁ। କାରଣ ମୁଁ ଚାଇନା ପକ୍ଷରୁ ଉତ୍ତରଦାୟୀ ନୁହେଁ। ତଥାପି ସେମାନଙ୍କ ସଂଖ୍ୟା କିଛି ତ ସନ୍ଦେହ ସୃଷ୍ଟି କରୁଛି। ଚାଇନା ସହ ଆମେରିକାର ସମ୍ପର୍କ ଭଲ ରହିଛି। ରାଷ୍ଟ୍ରପତି ଜିନପିଙ୍ଗ ସହ ମଧ୍ୟ ମୋର ସମ୍ପର୍କ ବହୁତ ଘନିଷ୍ଠ। ”

ଚାଇନା ସରକାର ଦେଶରେ କରୋନା ଯୋଗୁ ୩୩୧୬ ଜଣ ପ୍ରାଣ ହରାଇଥିବା କହିଛନ୍ତି। ହେଲେ ଏହି ସଂଖ୍ୟା ପୂର୍ବରୁ ଅନେକ ଥର ଚାଇନା ବିରୋଧରେ ତଥ୍ୟ ଲୁଚାଇବା ଭଳି ଅଭିଯୋଗ ଆସିଥିଲା। ଅନେକ ସ୍ଥାନୀୟ ଲୋକ ମଧ୍ୟ ଚାଇନାର ତଥ୍ୟ ଉପରେ ସନ୍ଦେହ ପ୍ରକାଶ କରିଥିଲା। ଏପରି କି ଚାଇନାରେ କରୋନା ଯୋଗୁ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିବା ସେମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story