୪୮ ଘଣ୍ଟା ମଧ୍ୟରେ ପାକିସ୍ତାନକୁ ଲାଗିବ ଆଉ ଏକ ଝଟକା

ୱାସିଙ୍ଗଟନ୍‌: ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆମେରିକା ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଦେବାକୁ ଯାଉଛି। ଯାହା ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ବୟାନରୁ ଅନୁମାନ କରାଯାଉଛି। ଯଦି ଏହା ସତ ହୋଇଥାଏ, ପାକିସ୍ତାନ ବିଶ୍ୱ ଦରବାରରେ ନନ୍ଦିତ ହେବା ସହ ଏହାର ସମସ୍ୟା ଆହୁରି ବଢ଼ିଯିବ। ନୂଆବର୍ଷ ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସୈନ୍ୟ ସହାୟତା ବାବଦକୁ ପ୍ରତିବର୍ଷ ଦିଆଯାଉଥିବା ୧୬୨୬ କୋଟି ଟଙ୍କା ବନ୍ଦ କରିଦେଇଥିଲେ। ଆଗକୁ ଆହୁରି ଅଧିକ […]

trump

trump

Rakesh Mallick
  • Published: Wednesday, 03 January 2018
  • Updated: 03 January 2018, 11:10 AM IST

Sports

Latest News

ୱାସିଙ୍ଗଟନ୍‌: ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆମେରିକା ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା ଦେବାକୁ ଯାଉଛି। ଯାହା ହ୍ୱାଇଟ୍‌ ହାଉସ୍‌ ପକ୍ଷରୁ ଜାରି ବୟାନରୁ ଅନୁମାନ କରାଯାଉଛି। ଯଦି ଏହା ସତ ହୋଇଥାଏ, ପାକିସ୍ତାନ ବିଶ୍ୱ ଦରବାରରେ ନନ୍ଦିତ ହେବା ସହ ଏହାର ସମସ୍ୟା ଆହୁରି ବଢ଼ିଯିବ।

ନୂଆବର୍ଷ ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନକୁ ସୈନ୍ୟ ସହାୟତା ବାବଦକୁ ପ୍ରତିବର୍ଷ ଦିଆଯାଉଥିବା ୧୬୨୬ କୋଟି ଟଙ୍କା ବନ୍ଦ କରିଦେଇଥିଲେ। ଆଗକୁ ଆହୁରି ଅଧିକ ପଦକ୍ଷେପ ନିଆଯିବ ବୋଲି ହ୍ୱାଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି। ଟ୍ରମ୍ପ ଆର୍ଥିକ ସହାୟତା ବନ୍ଦ ସମ୍ପର୍କରେ ଘୋଷଣା କରିବା ସହ କହିଥିଲେ ଗତ ୧୫ ବର୍ଷ ମଧ୍ୟରେ ପାକିସ୍ତାନ ଆମ ପାଖରୁ ୨.୧୪ ଲକ୍ଷ କୋଟି ଟଙ୍କା ନେଇଥିଲେ ମଧ୍ୟ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଆମକୁ ବୋକା ବନାଇ ଆସିଛି।

ପଇସା ଦରକାର ତ କମ କରି ଦେଖାଅ

ଆମେରିକା ପକ୍ଷରୁ କୁହାଯାଇଛି, ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମେ ପାକିସ୍ତାନକୁ ବହୁତ ସହାୟତା ଯୋଗାଇ ଦେଇଛୁ। ଆଗକୁ ମଧ୍ୟ ଦେବାକୁ ପ୍ରସ୍ତୁତ ଅଛୁ। ହେଲେ ଏଥିପାଇଁ ପାକିସ୍ତାନକୁ ମଧ୍ୟ କାମ କରିବାକୁ ପଡ଼ିବ। ଆତଙ୍କବାଦ ବିରୋଧରେ ସଠିକ୍‌ ପଦକ୍ଷେପ ନେଇ ପାକିସ୍ତାନକୁ ପ୍ରମାଣିତ କରିବାକୁ ପଡ଼ିବ ସେ ସହାୟତା ପାଇବା ପାଇଁ ହକଦାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story