କରୋନା ଭାଇରସ ଚାଇନାର ‘ଭେରି ବ୍ୟାଡ୍‌ ଗିଫ୍ଟ’ ବୋଲି କହିଲେ ଟ୍ରମ୍ପ

ୱାଶିଂଟନ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଆମେରିକା ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରାଣଘାତୀ ଭାଇରସ ଯୋଗୁ ବିଶ୍ୱରେ ପ୍ରାୟ ୩.୬ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ପାର କରିଛି। ଭାରତରେ ଏହି ଭାଇରସରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏସବୁ ଭିତରେ କରୋନା ଭାଇରସ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ […]

c

c

Hemant Lenka
  • Published: Friday, 29 May 2020
  • Updated: 29 May 2020, 08:33 AM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଆମେରିକା ଏଥିରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ପ୍ରାଣଘାତୀ ଭାଇରସ ଯୋଗୁ ବିଶ୍ୱରେ ପ୍ରାୟ ୩.୬ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ପାର କରିଛି। ଭାରତରେ ଏହି ଭାଇରସରେ ଲକ୍ଷେ ୬୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଏସବୁ ଭିତରେ କରୋନା ଭାଇରସ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାକୁ ପୁଣିଥରେ ଦାୟୀ କରିଛନ୍ତି। କରୋନା ଯୋଗୁ ଆମେରିକାରେ ଲକ୍ଷେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ କହିଛନ୍ତି, କରୋନା ଭାଇରସ ଚାଇନାର ସବୁଠାରୁ ଖରାପ ଉପହାର।

କେବଳ ଏହି ଖରାପ ଉପହାର ଆମେରିକା ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏହି ଖରାପ ଉପହାର ଆଗକୁ ଆଗକୁ ମାଡ଼ି ଚାଲିଛି। ଏହା ଆଦୌ ଭଲ କଥା ନୁହେଁ। ଆମେ ବର୍ତ୍ତମାନ ଏକ ଦୁଃଖଦ ମାଇଲଷ୍ଟୋନରେ ପହଞ୍ଚିଛୁ। ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ପାର କରିଛି। ସବୁ ଏହି ଖରାପ ଉପହାର ପାଇଁ ଘଟୁଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story