କରୋନା ମୁକିବାଲି ପାଇଁ ମ୍ୟାଲେରିଆ ଔଷଧ ଖାଉଛନ୍ତି ଆମେରିକା ରାଷ୍ଟ୍ରପତି

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁକାବିଲା ପାଇଁ ମ୍ୟାଲେରିଆ ଔଷଧ ଖାଉଛନ୍ତି। ସୋମବାର ସେ ଏହା କହିଛନ୍ତି। ଯଦିଓ ଏହି ମ୍ୟାଲେରିଆ ଔଷଧ କରୋନା ମୁକାବିଲା ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ ହୋଇନାହିଁ, ତଥାପି ସେ ଏହାକୁ ପ୍ରତିଷେଧକ ଭାବରେ ଖାଉଥିବା ଟ୍ରମ୍ପ କହିଛନ୍ତି। ସପ୍ତାହେରୁ ଅଧିକ ଦିନ ହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସହିତ ଏକ ଜିଙ୍କ ସପ୍ଲିମେଣ୍ଟ ଖାଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତରମାନେ ଏହି ଔଷଧ ଖାଇବାକୁ ପରାମର୍ଶ ଦେଇ ନାହାନ୍ତି, ହେଲେ […]

donald trump

donald trump

Subhransu Sekhar
  • Published: Tuesday, 19 May 2020
  • Updated: 19 May 2020, 10:44 AM IST

Sports

Latest News

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ମୁକାବିଲା ପାଇଁ ମ୍ୟାଲେରିଆ ଔଷଧ ଖାଉଛନ୍ତି। ସୋମବାର ସେ ଏହା କହିଛନ୍ତି। ଯଦିଓ ଏହି ମ୍ୟାଲେରିଆ ଔଷଧ କରୋନା ମୁକାବିଲା ପାଇଁ ଉପଯୁକ୍ତ ବୋଲି ପ୍ରମାଣିତ ହୋଇନାହିଁ, ତଥାପି ସେ ଏହାକୁ ପ୍ରତିଷେଧକ ଭାବରେ ଖାଉଥିବା ଟ୍ରମ୍ପ କହିଛନ୍ତି।

ସପ୍ତାହେରୁ ଅଧିକ ଦିନ ହେବ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସହିତ ଏକ ଜିଙ୍କ ସପ୍ଲିମେଣ୍ଟ ଖାଉଛନ୍ତି ବୋଲି ସେ କହିଛନ୍ତି। ଡାକ୍ତରମାନେ ଏହି ଔଷଧ ଖାଇବାକୁ ପରାମର୍ଶ ଦେଇ ନାହାନ୍ତି, ହେଲେ ହ୍ୱାଇଟ୍ ହାଉସର ଡାକ୍ତରଙ୍କୁ ସେ ଅନୁରୋଧ କରି ଏହି ଔଷଧ ଖାଉଛନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଏହି ଔଷଧର ଉପକାରିତା ବାବଦରେ ବହୁତ ଶୁଣିଛନ୍ତି। ଏଯାବତ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନି, ଏବେ ବି ସେ ସୁସ୍ଥ ରହିଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଭାରତରେ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର ହୁଏ। କରୋନା ମୁକାବିଲା ପାଇଁ ଏହି ଔଷଧ କିଛି ମାତ୍ରାରେ ସହାୟକ ହେଉଥିବା ଗବେଷକମାନେ ଜାଣିବା ପରେ ଆମେରିକା, ବ୍ରାଜିଲ ଆଦି ଶହେରୁ ଅଧିକ ଦେଶକୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story