ଚାଇନାକୁ ଚେକ ଦେବାକୁ ଟ୍ରମ୍ପଙ୍କ ସଜବାଜ, ସପ୍ତାହକ ମଧ୍ୟରେ ବଡ଼ ଫୈସଲା

ୱାଶିଂଟନ: ସାରା ବିଶ୍ୱକୁ କରୋନା ଭାଇରସ ଛାଡ଼ି ସଙ୍କଟ ସୃଷ୍ଟି କରିଥିବା ଚାଇନା ଏବେ ନିଜର ବିସ୍ତାରବାଦୀ ଚିନ୍ତା ଧାରାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛି। ହଂକଂ ଉପରେ ନିଜର ଦବଦବା ଦେଇବାକୁ ଚେଷ୍ଟା କରୁଥିବା ଚାଇନାକୁ ତୀବ୍ର ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହଂକଂକୁ ନିଜର ବୋଲି ଦାବି କରି ଆସୁଥିବା ଚାଇନା ରାଷ୍ଟ୍ରୀୟ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ହଂକଂରେ ତୀବ୍ର ବିରୋଧ କରାଯାଉଛି। ଏହି […]

x

x

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 04:05 PM IST

Sports

Latest News

ୱାଶିଂଟନ: ସାରା ବିଶ୍ୱକୁ କରୋନା ଭାଇରସ ଛାଡ଼ି ସଙ୍କଟ ସୃଷ୍ଟି କରିଥିବା ଚାଇନା ଏବେ ନିଜର ବିସ୍ତାରବାଦୀ ଚିନ୍ତା ଧାରାକୁ ଆଗକୁ ନେବା ପାଇଁ ଚେଷ୍ଟା କରୁଛି। ହଂକଂ ଉପରେ ନିଜର ଦବଦବା ଦେଇବାକୁ ଚେଷ୍ଟା କରୁଥିବା ଚାଇନାକୁ ତୀବ୍ର ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ହଂକଂକୁ ନିଜର ବୋଲି ଦାବି କରି ଆସୁଥିବା ଚାଇନା ରାଷ୍ଟ୍ରୀୟ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ହଂକଂରେ ତୀବ୍ର ବିରୋଧ କରାଯାଉଛି। ଏହି ବିରୋଧର ନିଆଁ ଭିତରେ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରିଛନ୍ତି।

ଟ୍ରମ୍ପ କହିଛନ୍ତି, “ହଂକଂରେ ଚାଇନା ଯାହା ସବୁ କରୁଛି ତାହା ଆଦୌ ଠିକ ନୁହେଁ। ଆମେ ଯଥାଶୀଘ୍ର ଏହା ଉପରେ ଏକ ବଡ଼ ଫୈସଲା ନେବୁ। ଆମେ କ’ଣ ଫୈସଲ ନେବୁ, ଆପଣମାନେ ଖୁବଶୀଘ୍ର ଜାଣିପାରିବେ। ମୋର ଆଶା ଏହି ସପ୍ତାହରେ ଆମେ ବଡ଼ ନିଷ୍ପତ୍ତି ନେବୁ। ଆମେ ବହୁ ଶକ୍ତିଶାଳୀ ଢଙ୍ଗରେ ଜବାବ ଦେବୁ।”

ପୂର୍ବରୁ ମଧ୍ୟ କରୋନା ଭାଇରସକୁ ନେଇ ଟ୍ରମ୍ପ ଚାଇନାକୁ ଟାର୍ଗେଟ କରି ଆସୁଛନ୍ତି। ଚାଇନା ଯୋଗୁ ଆଜି କରୋନା ଭାଇରସ ସମଗ୍ର ବିଶ୍ୱରେ ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story