ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ବୁଲିଲେ ଗୋଲକୋଣ୍ଡା ଦୁର୍ଗ: ପ୍ରଧାନମନ୍ତ୍ରୀଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେକନୋଲଜିର ସହାୟତା ଦ୍ୱାରା ସଫଳ ଶିଳ୍ପୋଦ୍ୟୋଗୀ ହେବା ଲାଗି ମହିଳାମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍। ହାଇଦ୍ରାବାଦରେ ଚାଲିଥିବା ଅଷ୍ଟମ ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍ ସମ୍ମିଟର ଦ୍ୱିତୀୟ ଦିନରେ ଇଭାଙ୍କା କର୍ମ ସଂସ୍ଥାନରେ ମହିଳାଙ୍କ ସଂଖ୍ୟାବୃଦ୍ଧି ପ୍ରସଙ୍ଗ ନେଇ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାର ଥିମ୍ ରହିଛି ଓମେନ୍  ଫାଷ୍ଟ୍, ପ୍ରସ୍ପରିଟି ଫର୍ ଅଲ। ଏହି ଅବସରରେ ଇଭାଙ୍କା […]

dc-Cover-tk85u9jl384h3n71rblvqve1f4-20171129164740.Medi

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 06:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟେକନୋଲଜିର ସହାୟତା ଦ୍ୱାରା ସଫଳ ଶିଳ୍ପୋଦ୍ୟୋଗୀ ହେବା ଲାଗି ମହିଳାମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ୍। ହାଇଦ୍ରାବାଦରେ ଚାଲିଥିବା ଅଷ୍ଟମ ଗ୍ଲୋବାଲ ଏଣ୍ଟରପ୍ରେନ୍ୟୁରସିପ୍ ସମ୍ମିଟର ଦ୍ୱିତୀୟ ଦିନରେ ଇଭାଙ୍କା କର୍ମ ସଂସ୍ଥାନରେ ମହିଳାଙ୍କ ସଂଖ୍ୟାବୃଦ୍ଧି ପ୍ରସଙ୍ଗ ନେଇ ମହିଳା ଶିଳ୍ପୋଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନାର ଥିମ୍ ରହିଛି ଓମେନ୍  ଫାଷ୍ଟ୍, ପ୍ରସ୍ପରିଟି ଫର୍ ଅଲ। ଏହି ଅବସରରେ ଇଭାଙ୍କା କହିଛନ୍ତି ଯେ, ମହିଳା ଶିଳ୍ପଦ୍ୟୋଗୀଙ୍କ ଉନ୍ନତି ପାଇଁ ସରକାରୀ ନିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହିଭଳି ବ୍ୟବସାୟର ଆର୍ଥିକ ଲାଭ କ୍ଷେତ୍ରରେ ମହିଳାମାନଙ୍କର ସମାନ ପ୍ରତିନିଧିତ୍ୱ ଉପରେ ଜୋର ଦେଇଛନ୍ତି ଇଭାଙ୍କା। ଆଲୋଚନାରେ ଦେଶର ବହୁ ପ୍ରତିଷ୍ଠିତ ମହିଳା ଶିଳ୍ପୋଦ୍ୟୋଗୀ ସାମିଲ ହୋଇଥିଲେ। ହାଇଦ୍ରାବାଦରେ ଚାଲିଥିବା ଏହି ସମ୍ମିଳନୀରେ ୧୭୦ ଦେଶରୁ ୫୦୦ରୁ ଅଧିକ ଶିଳ୍ପଦ୍ୟୋଗୀ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ଆସନ୍ତାକାଲି ଉଦଯାପିତ ହେବ। ସେପଟେ ଭାରତରେ ତାଙ୍କୁ ଯେଉଁଭଳି ସ୍ୱଗତ କରାଯାଇଛି ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହ ସଂଧ୍ୟାରେ ବିଦେଶୀ ଅତିଥୀ ଇଭାଙ୍କା ପ୍ରସିଦ୍ଧ ଗୋଲକୋଣ୍ଡା ଦୁର୍ଗ ବୁଲି ଦେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story