ଉତ୍ତର କୋରିଆକୁ ଟ୍ରମ୍ପଙ୍କ ଚରମବାଣୀ: ଆମେରିକା ପ୍ରତି ବିପଦ ସୃଷ୍ଟି ହେଲେ ସଂପୂର୍ଣ୍ଣ ଉଡ଼ାଇଦେବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର କୋରିଆକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମବାଣୀ। ଆମେରିକା ପ୍ରତି ବିପଦ ସୃଷ୍ଟି ହେଲେ ଉତ୍ତର କୋରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିବା ବିନା ବିକଳ୍ପ ନାହିଁ। ନିଜ ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରୁ ବିରତ ନହେଲେ ଉତ୍ତର କୋରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ ବୋଲି ଜାତିସଂଘ ସାଧାରଣ ପରିଷଦରେ କହିଛନ୍ତି ଟ୍ରମ୍ପ। ରକେଟ୍ ମ୍ୟାନ୍ ସୁଇସାଇଡ୍ ମିଶନରେ ବାହାରିଛନ୍ତି ବୋଲି ଉତ୍ତର କୋରିଆ ରାଷ୍ଟ୍ରପତିଙ୍କୁ ପରିହାସ କରି ଟ୍ରମ୍ପ ଏହା […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 09:32 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉତ୍ତର କୋରିଆକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚରମବାଣୀ। ଆମେରିକା ପ୍ରତି ବିପଦ ସୃଷ୍ଟି ହେଲେ ଉତ୍ତର କୋରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିବା ବିନା ବିକଳ୍ପ ନାହିଁ। ନିଜ ପରମାଣୁ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରୁ ବିରତ ନହେଲେ ଉତ୍ତର କୋରିଆକୁ ସଂପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ ବୋଲି ଜାତିସଂଘ ସାଧାରଣ ପରିଷଦରେ କହିଛନ୍ତି ଟ୍ରମ୍ପ। ରକେଟ୍ ମ୍ୟାନ୍ ସୁଇସାଇଡ୍ ମିଶନରେ ବାହାରିଛନ୍ତି ବୋଲି ଉତ୍ତର କୋରିଆ ରାଷ୍ଟ୍ରପତିଙ୍କୁ ପରିହାସ କରି ଟ୍ରମ୍ପ ଏହା କହିଛନ୍ତି। ସେହିପରି ଉତ୍ତରକୋରିଆକୁ ସଂପୂର୍ଣ୍ଣ ଏକ ଘରିକିଆ କରିବା ଲାଗି ସେ ବିଶ୍ୱ ନେତୃବୃନ୍ଦଙ୍କୁ ଆହ୍ୱାନ ଦେଇଛନ୍ତି। କିଛି ଦିନ ତଳେ ଉତ୍ତର କୋରିଆ ଆମେରିକା ପର୍ଯ୍ୟନ୍ତ ପହଞ୍ଚି ପାରୁଥିବା ଅର୍ନ୍ତମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ପରୀକ୍ଷା କରିବା ସହ ହାଇଡ୍ରୋଜେନ୍ ବୋମାର ସଫଳ ପରୀକ୍ଷଣ କରିଛି। ସେହିପରି ଜାପାନ ଉପର ମଧ୍ୟ ଦେଇ ଦୁଇ ଥର କ୍ଷେପଣାସ୍ତ୍ର ଛାଡି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ଏହାକୁ ନେଇ ପଡୋଶୀ ଦକ୍ଷିଣ କୋରିଆ ସମେତ ଜାପାନା ଓ ବିଶ୍ୱର ଅନ୍ୟ ଦେଶ ଗଭୀର ଉଦବେଗ ପ୍ରକାଶ କରିଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story