ତୁର୍କୀ : କୁର୍ଦ୍ଦିସ ଆତଙ୍କୀଙ୍କ ଆତ୍ମଘାତୀ ବିସ୍ଫୋରଣ, ୨ ଯବାନ ମୃତ,୨୪ ଆହତ

ଆଙ୍କରା: ପୂର୍ବ ତୁର୍କୀରେ କୁର୍ଦ୍ଦିସ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ରବିବାର ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ତୁର୍କୀର ଆଗ୍ରି ପ୍ରଦେଶ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, ବେଆଇନ ଘୋଷିତ କୁର୍ଦ୍ଦିସ ୱାର୍କସ ପାର୍ଟି ବା  କେପିପି ଆତଙ୍କବାଦୀମାନେ ସେନାର ଏକ ଛାଉଣୀ ଉପରେ ଆକ୍ରମଣ କରିଥିଲେ। ଏହି କୃଷି ଗାଡିରେ ବିସ୍ଫୋରକ ଭର୍ତ୍ତି କରାଯାଇ ଏହି ଆକ୍ରମଣ କରାଯାଇଥିଲା। ଏହି  ଆକ୍ରମଣ ପରେ ତୁର୍କୀ ସରକାର ଓ କୁର୍ଦ୍ଦିସ ଆତଙ୍କବାଦୀଙ୍କ […]

s

s

Rakesh Mallick
  • Published: Sunday, 02 August 2015
  • Updated: 04 May 2017, 03:45 PM IST

Sports

Latest News

ଆଙ୍କରା: ପୂର୍ବ ତୁର୍କୀରେ କୁର୍ଦ୍ଦିସ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ରବିବାର ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ ଜଣ ଆହତ ହୋଇଛନ୍ତି। ତୁର୍କୀର ଆଗ୍ରି ପ୍ରଦେଶ ରାଜ୍ୟପାଳଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, ବେଆଇନ ଘୋଷିତ କୁର୍ଦ୍ଦିସ ୱାର୍କସ ପାର୍ଟି ବା  କେପିପି ଆତଙ୍କବାଦୀମାନେ ସେନାର ଏକ ଛାଉଣୀ ଉପରେ ଆକ୍ରମଣ କରିଥିଲେ। ଏହି କୃଷି ଗାଡିରେ ବିସ୍ଫୋରକ ଭର୍ତ୍ତି କରାଯାଇ ଏହି ଆକ୍ରମଣ କରାଯାଇଥିଲା। ଏହି  ଆକ୍ରମଣ ପରେ ତୁର୍କୀ ସରକାର ଓ କୁର୍ଦ୍ଦିସ ଆତଙ୍କବାଦୀଙ୍କ ମଧ୍ୟରେ  ସଂଘର୍ଷ ଅଧିକ ଘନୀଭୂତ ହେବ।

ସୂଚନାଯୋଗ୍ୟ, ପ୍ରାୟ ପ୍ରତ୍ୟେକ ଦିନ ତୁର୍କୀ ସେନା କୁର୍ଦ୍ଦିସ ଛାଉଣୀ ଉପରେ ଆକ୍ରମଣ କରୁଛି। ସୂଚନାମୁତାବକ ଗତ ସପ୍ତାହ ମଧ୍ୟରେ ତୁର୍କୀ ବାୟୁସେନା ଆକ୍ରମଣରେ ୨୬୦ ରୁ ଅଧିକ କୁର୍ଦ୍ଦିସ ଆତଙ୍କୀଙ୍କ ମୃତ୍ୟୁ ଘଟିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story