ବାଗଦାଦ: ୧୮ ତୁର୍କି କର୍ମଚାରୀ ଅପହୃତ

ବାଗଦାଦ: ବାଗଦାଦରେ ପ୍ରତିଷ୍ଠିତ ଏକ କନଷ୍ଟ୍ରକ୍ସନ କମ୍ପାନୀର ୧୮ ଜଣ ତୁର୍କି କର୍ମଚାରୀଙ୍କୁ କିଛି ମୁଖାପିନ୍ଧା ଆତଙ୍କୀ ଅପହରଣ କରିନେଇଛନ୍ତି। ବୁଧବାର ସକାଳୁ ଶିଟି ଜିଲ୍ଲାର ସଦର ସହରରେ ଥିବା କନଷ୍ଟ୍ରକ୍ସନ ଅଞ୍ଚଳରୁ ଆର୍ମିଡ୍ରେସ ପିନ୍ଧା କିଛି ଆତଙ୍କୀ ଏହି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଜଣାପଡିଛି। ଅପହୃତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୧୪ ଜଣ କର୍ମଚାରୀ, ୩ଜଣ ଇଞ୍ଜିନିୟର ଓ ଜଣେ ଆକାଉଟାଣ୍ଟ ରହିଛନ୍ତି। ସେମାନଙ୍କୁ ଆଇଏସ କିମ୍ବା ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଅପହରଣ […]

TURKISHAP09e7eae2__2532638f

TURKISHAP09e7eae2__2532638f

Rakesh Mallick
  • Published: Wednesday, 02 September 2015
  • Updated: 04 May 2017, 03:45 PM IST

Sports

Latest News

ବାଗଦାଦ: ବାଗଦାଦରେ ପ୍ରତିଷ୍ଠିତ ଏକ କନଷ୍ଟ୍ରକ୍ସନ କମ୍ପାନୀର ୧୮ ଜଣ ତୁର୍କି କର୍ମଚାରୀଙ୍କୁ କିଛି ମୁଖାପିନ୍ଧା ଆତଙ୍କୀ ଅପହରଣ କରିନେଇଛନ୍ତି। ବୁଧବାର ସକାଳୁ ଶିଟି ଜିଲ୍ଲାର ସଦର ସହରରେ ଥିବା କନଷ୍ଟ୍ରକ୍ସନ ଅଞ୍ଚଳରୁ ଆର୍ମିଡ୍ରେସ ପିନ୍ଧା କିଛି ଆତଙ୍କୀ ଏହି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଜଣାପଡିଛି। ଅପହୃତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୧୪ ଜଣ କର୍ମଚାରୀ, ୩ଜଣ ଇଞ୍ଜିନିୟର ଓ ଜଣେ ଆକାଉଟାଣ୍ଟ ରହିଛନ୍ତି। ସେମାନଙ୍କୁ ଆଇଏସ କିମ୍ବା ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀ ଅପହରଣ କରିଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ବାଗଦାଦ୍ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ମୁଖାପତ୍ର ସାଦ ମନ୍ କହିଛନ୍ତି ଯେ, ଅପହରଣ ନେଇ ତଦନ୍ତ ଚାଲିଛି। ସୁରକ୍ଷାକର୍ମୀମାନେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story