ତୁଷାର ମେହଟା ନୂଆ ସଲିସିଟର ଜେନେରାଲ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୁପ୍ରିମ୍‌କୋର୍ଟର ବରିଷ୍ଠ ଓକିଲ ତଥା ରୋହିଙ୍ଗ୍ୟା ଏବଂ ଲୋୟା ଭଳି ବହୁ ଚର୍ଚ୍ଚିତ ମାମଲା ଲଢ଼ିଥିବା ତୁଷାର ମେହଟାଙ୍କୁ ୨୦୨୦ ମସିହା ଯାଏ ସଲିସିଟର ଜେନେରାଲ୍‌ ନିଯୁକ୍ତି ଦିଆଯାଇଛି। ୨୦୧୭ ମସିହା ଅକ୍ଟୋବର ୨୦ ତାରିଖରେ ରଞ୍ଜିତ କୁମାର ଏହି ପଦବୀରୁ ଇସ୍ତଫା ଦେବାପରେ ଏହି ଦ୍ୱିତୀୟ ସର୍ବୋଚ୍ଚ ଆଇନ ଅଧିକାରୀ ପଦବୀ ଖାଲି ପଡ଼ିଥିଲା। ମେହଟା ୨୦୧୪ ମଧ୍ୟଭାଗରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ପ୍ରଥମେ ଗୁଜରାଟ […]

Tushar

Tushar

Hemant Lenka
  • Published: Wednesday, 10 October 2018
  • Updated: 10 October 2018, 08:08 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ସୁପ୍ରିମ୍‌କୋର୍ଟର ବରିଷ୍ଠ ଓକିଲ ତଥା ରୋହିଙ୍ଗ୍ୟା ଏବଂ ଲୋୟା ଭଳି ବହୁ ଚର୍ଚ୍ଚିତ ମାମଲା ଲଢ଼ିଥିବା ତୁଷାର ମେହଟାଙ୍କୁ ୨୦୨୦ ମସିହା ଯାଏ ସଲିସିଟର ଜେନେରାଲ୍‌ ନିଯୁକ୍ତି ଦିଆଯାଇଛି।

୨୦୧୭ ମସିହା ଅକ୍ଟୋବର ୨୦ ତାରିଖରେ ରଞ୍ଜିତ କୁମାର ଏହି ପଦବୀରୁ ଇସ୍ତଫା ଦେବାପରେ ଏହି ଦ୍ୱିତୀୟ ସର୍ବୋଚ୍ଚ ଆଇନ ଅଧିକାରୀ ପଦବୀ ଖାଲି ପଡ଼ିଥିଲା।

ମେହଟା ୨୦୧୪ ମଧ୍ୟଭାଗରୁ ଅତିରିକ୍ତ ସଲିସିଟର ଜେନେରାଲ୍‌ଭାବେ କାର୍ଯ୍ୟ କରି ଆସୁଛନ୍ତି। ସେ ପ୍ରଥମେ ଗୁଜରାଟ ହାଇକୋର୍ଟରେ ଓକିଲାତି କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story