ISIS ଟାର୍ଗେଟରେ ଏବେ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ISIS ଟାର୍ଗେଟରେ ଏବେ ଟିଭି ଚ୍ୟାନେଲ୍‌। ପୁଣି ଥରେ କାବୁଲର ଏକ ଘରୋଇ ଟିଭି ଚ୍ୟାନେଲରେ ଆତଙ୍କବାଦୀ  ଆକ୍ରମଣ। ISIS ଆତଙ୍କୀ ସଂଗଠନ ଘଟଣା ପାଇଁ ନିଜକୁ ଦାୟୀ କରିଛି। ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଚ୍ୟାନେଲ ମଧ୍ୟକୁ ଦୁଇ ଆତଙ୍କବାଦୀ ପ୍ରବେଶ କରିଥିଲେ। ମୁଖ୍ୟ ଗେଟରେ ଆକ୍ରମଣ ପରେ ଅଫିସ୍ ମଧ୍ୟକୁ ପ୍ରବେଶ କରିଥିଲେ ଆତଙ୍କବାଦୀ। ଏହାପରେ […]

aaa

aaa

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 06:32 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ISIS ଟାର୍ଗେଟରେ ଏବେ ଟିଭି ଚ୍ୟାନେଲ୍‌। ପୁଣି ଥରେ କାବୁଲର ଏକ ଘରୋଇ ଟିଭି ଚ୍ୟାନେଲରେ ଆତଙ୍କବାଦୀ  ଆକ୍ରମଣ। ISIS ଆତଙ୍କୀ ସଂଗଠନ ଘଟଣା ପାଇଁ ନିଜକୁ ଦାୟୀ କରିଛି। ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ଚ୍ୟାନେଲ ମଧ୍ୟକୁ ଦୁଇ ଆତଙ୍କବାଦୀ ପ୍ରବେଶ କରିଥିଲେ। ମୁଖ୍ୟ ଗେଟରେ ଆକ୍ରମଣ ପରେ ଅଫିସ୍ ମଧ୍ୟକୁ ପ୍ରବେଶ କରିଥିଲେ ଆତଙ୍କବାଦୀ। ଏହାପରେ ଆଖିବୁଜା ଗୁଳି ଚାଳନା କରିଥିଲେ। ତେବେ ଅଫିସରୁ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଫଗାନ ସେନା ପକ୍ଷରୁ ଅପରେସନ୍ ଜାରି ରହିଛି। ଚଳିତ ବର୍ଷ ମେ ୩୧ ତାରିଖରେ  କାବୁଲର ଅନ୍ୟ ଏକ ଟିଭି ଚ୍ୟାନେଲକୁ ଟାଗେର୍ଟ କରିଥିଲା ISIS। ଯେଉଁଥିରେ ୫ ଜଣ ଲୋକ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story