୨୫ କଂଗ୍ରେସ ସାଂସଦଙ୍କ ନିଲମ୍ୱନ ପ୍ରସଙ୍ଗ : କଂଗ୍ରେସ ପକ୍ଷରୁ ପାର୍ଲାମେଣ୍ଟ ଆଗରେ ଧାରଣା

ନୂଆଦିଲ୍ଲୀ:  ଲୋକସଭାରୁ ୨୫ କଂଗ୍ରେସ ସାଂସଦଙ୍କ ନିଲମ୍ୱନ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା  ଦିଆଯାଇଛି।  ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ  ଦଳର ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ପାର୍ଲାମେଣ୍ଟରୁ ବାହାରି  ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟକୁ ଯାଇଥିଲେ । ଲୋକସଭା ବାଚସ୍ପତିଙ୍କ ଦ୍ୱାରା ନିଲମ୍ୱନ ନିଷ୍ପତ୍ତିର ପ୍ରତିବାଦ କରି  କଂଗ୍ରେସ ସାଂସଦ ମାନେ ଗାନ୍ଧୀ ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ଦଳର ଉପାଧ୍ୟକ୍ଷ ରାହୁଲ […]

cong protest

cong protest

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 06:59 AM IST

Sports

Latest News

ନୂଆଦିଲ୍ଲୀ:  ଲୋକସଭାରୁ ୨୫ କଂଗ୍ରେସ ସାଂସଦଙ୍କ ନିଲମ୍ୱନ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣା  ଦିଆଯାଇଛି।  ଆଜି ସକାଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ  ଦଳର ରାଜ୍ୟସଭା ଓ ଲୋକସଭା ସଦସ୍ୟମାନେ ପାର୍ଲାମେଣ୍ଟରୁ ବାହାରି  ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟକୁ ଯାଇଥିଲେ । ଲୋକସଭା ବାଚସ୍ପତିଙ୍କ ଦ୍ୱାରା ନିଲମ୍ୱନ ନିଷ୍ପତ୍ତିର ପ୍ରତିବାଦ କରି  କଂଗ୍ରେସ ସାଂସଦ ମାନେ ଗାନ୍ଧୀ ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଲୋକସଭାରେ ଦଳର ନେତା ମଲ୍ଲିକାଜ୍ଜୁର୍ନ ଖଡଗେ, ରାଜ୍ୟସଭାରେ ଦଳର ନେତା ଗୁଲାମ ନବୀ ଆଜାଦଙ୍କ ସମେତ ବହୁ ବରିଷ୍ଠ ସାଂସଦ ଉପସ୍ଥିତ ଥିଲେ । ଏହି ଅବସରରେ କଂଗ୍ରେସ ସାଂସଦ ମାନେ ହାତରେ କଳାପଟି ବାନ୍ଧିଥିଲେ । ଗୃହରେ ବିଶୃଙ୍ଖଳା କାରଣରୁ ଗତକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ୨୫ ଜଣ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ୱନ କରିଥିଲେ। । ସେପଟେ ଏହି ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସ ସମେତ ୯ଟି ଦଳ ଆସନ୍ତା ୫ ଦିନ ଲାଗି ଲୋକସଭାକୁ ବର୍ଜନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story