ଭାରତୀୟ ରାଜଦୂତଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କଲା ପାକିସ୍ତାନ

ସଂଯୁକ୍ତ ରାଷ୍ଟ୍ରରେ ଭାରତୀୟ ରାଜଦୂତ ସୟଦ ଅକ୍‌ବରୁଦ୍ଦିନ୍‌ଙ୍କ ଟ୍ୱିଟର ଆକାଉଣ୍ଟ ରବିବାର ସକାଳେ ହ୍ୟାକ୍‌ କରାଯାଇଥିଲା। କିଛି ସମୟ ପାଇଁ ତାଙ୍କ ଟ୍ୱିଟର ପେଜ୍‌ରେ ପାକିସ୍ତାନ ପତାକା ସହିତ ସେଠାକାର ରାଷ୍ଟ୍ରପତି ମମନୁନଙ୍କ ଫଟୋ ବି ଛଡା ଯାଇଥିଲା। ଏପରିକି ଟ୍ୱିଟର ପେଜ୍‌ରୁ ଆକାଉଣ୍ଟ ଭେରିଫାଏ ଅପସନ୍‌ ବି ହଟି ଯାଇଥିଲା। ଟ୍ୱିଟର କର୍ତ୍ତୃପକ୍ଷ ସୟଦଙ୍କ ଆକାଉଣ୍ଟକୁ ରିଷ୍ଟୋର କରିବା ପରେ ଭେରିଫାଏ ସାଇନ୍‌ ନଜର ଆସିଥିଲା। ରବିବାର ସକାଳେ ପାକିସ୍ତାନର କିଛି ହ୍ୟାକର୍‌ ସୟଦଙ୍କ ଟ୍ୱିଟର […]

un

un

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 04:49 PM IST

Sports

Latest News

ସଂଯୁକ୍ତ ରାଷ୍ଟ୍ରରେ ଭାରତୀୟ ରାଜଦୂତ ସୟଦ ଅକ୍‌ବରୁଦ୍ଦିନ୍‌ଙ୍କ ଟ୍ୱିଟର ଆକାଉଣ୍ଟ ରବିବାର ସକାଳେ ହ୍ୟାକ୍‌ କରାଯାଇଥିଲା। କିଛି ସମୟ ପାଇଁ ତାଙ୍କ ଟ୍ୱିଟର ପେଜ୍‌ରେ ପାକିସ୍ତାନ ପତାକା ସହିତ ସେଠାକାର ରାଷ୍ଟ୍ରପତି ମମନୁନଙ୍କ ଫଟୋ ବି ଛଡା ଯାଇଥିଲା। ଏପରିକି ଟ୍ୱିଟର ପେଜ୍‌ରୁ ଆକାଉଣ୍ଟ ଭେରିଫାଏ ଅପସନ୍‌ ବି ହଟି ଯାଇଥିଲା। ଟ୍ୱିଟର କର୍ତ୍ତୃପକ୍ଷ ସୟଦଙ୍କ ଆକାଉଣ୍ଟକୁ ରିଷ୍ଟୋର କରିବା ପରେ ଭେରିଫାଏ ସାଇନ୍‌ ନଜର ଆସିଥିଲା।

ରବିବାର ସକାଳେ ପାକିସ୍ତାନର କିଛି ହ୍ୟାକର୍‌ ସୟଦଙ୍କ ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିଦେଇ ପାକିସ୍ତାନର ଜାତୀୟ ପତାକା ଓ ପାକ୍‌ ରାଷ୍ଟ୍ରପତିଙ୍କ ଫୋଟେ ଛାଡିଥିଲେ।

ସୂଚନାଯୋଗ୍ୟ ଭାରତ ସହିତ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ୨୦୧୬ରେ ପାକିସ୍ତାନ ଭାରତର ମୋଟ ୧୯୯ ସରକାରୀ ୱେବସାଇଟ୍‌କୁ ହ୍ୟାକ୍‌ କରିଥିଲା। ଏହି ତଥ୍ୟ ଖୋଦ ଗୃହ ମନ୍ତ୍ରାଳୟ ସଂସଦକୁ ଦେଇଥିଲେ। ସେହିପରି ୨୦୧୩ରୁ ୨୦୧୬ ମଧ୍ୟରେ ଭାରତ ସରକାରଙ୍କ ସହିତ ଜଡ଼ିତ ମୋଟ ୭୦୦ ୱେବସାଇଟ୍‌ ହ୍ୟାକ୍‌ କରିଦିଆ ଯାଇଥିଲା। ଅଧିକାଂସ ହ୍ୟାକିଂ ପାକିସ୍ତାନ କରିଥିବା ଜଣାପଡ଼ିଥିଲା। ସବୁଠାରୁ ବଡ଼କଥା ହେଲା ଆତଙ୍କବାଦୀ ବିପକ୍ଷରେ ଅପରେଶନ ଚଳାଉଥିବା NSG (ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ଼)ର ୱେବାସାଇଟ୍‌ ମଧ୍ୟ ହ୍ୟାକ୍‌ କରି ଦିଆଯାଇଥିଲା। ପରେ ଏହାକୁ CERT.IN ତୁରନ୍ତ ବ୍ଲକ କରିଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story