ମାୟାବତୀଙ୍କ ଜନ୍ମଦିନରେ ‘କେକ୍‌ ଲୁଟ୍‌’, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମାୟାବତୀଙ୍କ ଜନ୍ମଦିନରେ କେକ୍‌ ଲୁଟିନେଲେ ଲୋକେ। ଏନେଇ ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହାକୁ ଟ୍ରୋଲ କରିବାରେ ପଛରେ ପଡ଼ିନାହାନ୍ତି। ମଙ୍ଗଳବାର ଏହି ‘କେକ୍‌ ଲୁଟ୍‌’ ବାବଦରେ ଟ୍ୱିଟ୍‌ କରି ସେ କହିଛନ୍ତି, ମହାଗଠବନ୍ଧନର ସହଯୋଗୀମାନଙ୍କୁ ଦେଖ, ସେମାନେ ଏବେ ଜନ୍ମଦିନ କେକ୍‌ ଲୁଟିବାରେ ବ୍ୟସ୍ତ। ଭାଇରାଲ ହୋଇଥିବା କିଛି ଟ୍ୱିଟ୍‌ରେ ଏକ ଟିଭି କ୍ଲିପ୍‌ ମଧ୍ୟ ଥିଲା ଯାହାକି ମାୟାବତୀଙ୍କ ଜନ୍ମଦିନ ପାଳନ ସମୟର ଥିଲା। […]

mayabati

mayabati

Subrat Kumar Nayak
  • Published: Thursday, 17 January 2019
  • Updated: 17 January 2019, 07:35 AM IST

Sports

Latest News

ନୂଆଦିଲ୍ଲୀ: ମାୟାବତୀଙ୍କ ଜନ୍ମଦିନରେ କେକ୍‌ ଲୁଟିନେଲେ ଲୋକେ। ଏନେଇ ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବାବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହାକୁ ଟ୍ରୋଲ କରିବାରେ ପଛରେ ପଡ଼ିନାହାନ୍ତି।

ମଙ୍ଗଳବାର ଏହି ‘କେକ୍‌ ଲୁଟ୍‌’ ବାବଦରେ ଟ୍ୱିଟ୍‌ କରି ସେ କହିଛନ୍ତି, ମହାଗଠବନ୍ଧନର ସହଯୋଗୀମାନଙ୍କୁ ଦେଖ, ସେମାନେ ଏବେ ଜନ୍ମଦିନ କେକ୍‌ ଲୁଟିବାରେ ବ୍ୟସ୍ତ। ଭାଇରାଲ ହୋଇଥିବା କିଛି ଟ୍ୱିଟ୍‌ରେ ଏକ ଟିଭି କ୍ଲିପ୍‌ ମଧ୍ୟ ଥିଲା ଯାହାକି ମାୟାବତୀଙ୍କ ଜନ୍ମଦିନ ପାଳନ ସମୟର ଥିଲା।
https://twitter.com/hvgoenka/status/1085390325940654085
ଆମ୍ରୋହା, ମିରଟ୍‌, ହାପୁର ଏବଂ ଅନ୍ୟ କିଛି ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ମାୟାବତୀଙ୍କ ଜନ୍ମଦିନ ପାଳନ ଉତ୍ସବର ବ୍ୟାନର ସାମ୍ନାରେ ରଖାଯାଇଥିବା ଏହି କେକ୍‌ରୁ କିଏ ମେଞ୍ଚାଏ କେକ୍‌ ନେଇ ପଳାଇଯାଉଛି ତ କିଏ ପାଟିରେ ମେଞ୍ଚାଏ କେକ୍‌ ପୁରାଇ ଦେଉଛି। ମୁହଁରେ ଏବଂ ପୋଷାକରେ ମଧ୍ୟ କେକ୍‌ ଲାଗିଯିବା ଭଳି ଅଭାବନୀୟ ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥିଲା।

ଶନିବାର ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି ଏବଂ ଅଖିଲେଶଙ୍କ ସମାଜବାଦୀ ପାର୍ଟି ମଧ୍ୟରେ ଉତ୍ତରପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ମହାମେଣ୍ଟ ହୋଇଛି। ସେମାନେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା କରିଥିବା ଜଣାଯାଇଛି, ଯେଉଁଥିରେ କଂଗ୍ରେସକୁ ସାମିଲ କରାଯାଇନଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆସନରୁ ସେମାନେ ପ୍ରାର୍ଥୀ ଦେବେ ନାହିଁ ବୋଲି ଜଣାଯାଇଛି। ଏହି ଦୁଇ ନେତା ଦାବି କରିଆସୁଛନ୍ତି ଏହି ମେଣ୍ଟ ଗଠିତ ହେବା ଖବର ବିଜେପିର ନିଦ ହଜାଇଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story