ନୂଆଦିଲ୍ଲୀ: ଟ୍ୱିଟରରେ ଅନେକ ପ୍ରକାରର ଲୋକ ଅଛନ୍ତି । କିଏ ନୂଆ ନୂଆ ଚିନ୍ତାଧାରାକୁ ବାସ୍ତବିକରେ ପରିଣତ କରିବାରେ ମାହିର ତ ଆଉ କିଏ ମେମେ (ବ୍ୟଙ୍ଗାତ୍ମକ ଫଟୋ ବା ଭିଡିଓ) ତିଆରି କରିବାରେ ମାହିର । ଏହା ଆମେ କହୁନୁ । ଏହି ଭିଡିଓଟିରୁ ହିଁ ଜଣାପଡ଼ୁଛି ।
https://twitter.com/Curlykidlife/status/1283825426251603976?s=20
https://twitter.com/regennachtdings/status/1284008085892354049?s=20
ଭିଡିଓଟିରେ ପକ୍ଷୀମାନେ ଘରକାମ କରୁଛନ୍ତି , ସେଲ୍ଫି ନେଉଛନ୍ତି, ଗିଟାର ବଜାଉଛନ୍ତି, ସୁଟକେଶନେଇ ଅଫିସ ଯାଉଛନ୍ତି, ସପିଙ୍ଗ କରୁଛନ୍ତି, ଜିମ୍ କରୁଛନ୍ତି ଏବଂ ବହି ମଧ୍ୟ ପଢ଼ୁଛନ୍ତି । ଏଥିରୁ ଜଣାଯାଉଛି ଯେ ପକ୍ଷୀ ମାନଙ୍କର ଡେଣା ଜାଗାରେ ହାତ ଥିଲେ କଣ ହୋଇଥାନ୍ତା ।
https://twitter.com/20abokado/status/1284044428638736389?s=20
ତେବେ ଏହି ଭିଡିଓଟି ଟ୍ୱିଟରରେ ସେୟାର ହେବାପରେ ଏହାକୁ ପାଖାପାଖି ୭ ମିଲିୟନ ଲୋକ ଦେଖି ସାରିଲେଣି ଏବଂ ୨୬ ହଜାର ଲୋକ ଏହାକୁ ରିଟ୍ୱିଟ କରିସାରିଲେଣି ।