ଡାମାସ୍‌କସ୍‌: ୨ଟି ବୋମା ବିସ୍ଫୋରଣରେ ୮ ମୃତ, ୧୩ ଆହତ

ବିରୁଟ: ସିରିଆର ରାଜଧାନୀ ନିକଟବର୍ତ୍ତୀ ଶାଇଡା ଜେଇନାବ୍‌ ସୁବୁର୍ବ ଅଞ୍ଚଳରେ ଶନିବାର ୨ଟି ବୋମା ବିସ୍ଫୋରଣରେ ୮ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ପ୍ରଥମ ବିସ୍ଫୋରଣ ଜଣେ ବିସ୍ଫୋରକ ବେଲ୍ଟ ପିନ୍ଧା ମାନବ ବୋମା ଦ୍ୱାରା ଘଟିଥିବା ବେଳେ ଦ୍ୱିତୀୟ ବିସ୍ଫୋରଣଟି କାର ବୋମା ବିସ୍ଫୋରଣ ଥିଲା। ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ଆଇଏସ୍‌। ବିସ୍ଫୋରଣ ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ […]

Two bombs explode

Two bombs explode

Rakesh Mallick
  • Published: Saturday, 11 June 2016
  • Updated: 04 May 2017, 03:44 PM IST

Sports

Latest News

ବିରୁଟ: ସିରିଆର ରାଜଧାନୀ ନିକଟବର୍ତ୍ତୀ ଶାଇଡା ଜେଇନାବ୍‌ ସୁବୁର୍ବ ଅଞ୍ଚଳରେ ଶନିବାର ୨ଟି ବୋମା ବିସ୍ଫୋରଣରେ ୮ଜଣ ପ୍ରାଣ ହରାଇଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ପ୍ରଥମ ବିସ୍ଫୋରଣ ଜଣେ ବିସ୍ଫୋରକ ବେଲ୍ଟ ପିନ୍ଧା ମାନବ ବୋମା ଦ୍ୱାରା ଘଟିଥିବା ବେଳେ ଦ୍ୱିତୀୟ ବିସ୍ଫୋରଣଟି କାର ବୋମା ବିସ୍ଫୋରଣ ଥିଲା। ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆଇଏସ୍‌ଆଇଏସ୍‌।

ବିସ୍ଫୋରଣ ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଥିବା ବେଳେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story