ପାକିସ୍ତାନ: ବେଲୁଚିସ୍ତାନ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ;୨ ମୃତ, ୫ ଆହତ

କ୍ୱେଣ୍ଟା: ପାକିସ୍ତାନର ବେଲୁଚିସ୍ତାନ ବିଶ୍ୱବିଦ୍ୟାଳୟରେ ଆଜି ବୋମା ବିସ୍ପୋରଣ ହେବାରୁ ୨ ପୋଲିସଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣ ପୋଲିସ ରହିଛନ୍ତି। ଏହି ବୋମା ବିସ୍ଫୋରଣ ମୁଖ୍ୟତଃ ପୋଲିସଙ୍କୁ ଟାର୍ଗେଟ କରି କରାଯାଇଥିଲା ବୋଲି ସେନା ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ  ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ […]

QuettaattackCMpolice

Rakesh Mallick
  • Published: Tuesday, 10 May 2016
  • , Updated: 04 May 2017, 03:44 PM IST

କ୍ୱେଣ୍ଟା: ପାକିସ୍ତାନର ବେଲୁଚିସ୍ତାନ ବିଶ୍ୱବିଦ୍ୟାଳୟରେ ଆଜି ବୋମା ବିସ୍ପୋରଣ ହେବାରୁ ୨ ପୋଲିସଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣ ପୋଲିସ ରହିଛନ୍ତି। ଏହି ବୋମା ବିସ୍ଫୋରଣ ମୁଖ୍ୟତଃ ପୋଲିସଙ୍କୁ ଟାର୍ଗେଟ କରି କରାଯାଇଥିଲା ବୋଲି ସେନା ପକ୍ଷରୁ ସୂଚନା ମିଳିଛି।

ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ  ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏହି ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

Related story