ଗୁଣିଗାରେଡ଼ି ସନ୍ଦେହରୁ ବର୍ବରକାଣ୍ଡ: ୨ଜଣଙ୍କୁ ପିଟିଲେ, ମୁଣ୍ଡ କାଟି ନିଆଁରେ ଜାଳିଦେଲେ

ଗୌହାଟୀ: ଗୁଣିଗାରେଡ଼ି ସନ୍ଦେହକୁ ନେଇ ଭୟଙ୍କର ଓ ଲୋମହର୍ଷକାରୀ ଘଟଣା ଘଟିଛି। ଆସାମର କରିବି ଆଙ୍ଗଲୋଙ୍ଗ ଜିଲ୍ଲାରେ କିଛି ଲୋକ ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ପ୍ରବଳ ମାଡ଼ ମାରିବା ସହ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସେମାନେ ଉଭୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହାପରେ ସେମାନଙ୍କ ମୁଣ୍ଡ କାଟିବା ସହ ନିଆଁରେ ଜାଳି ଦେଇଛନ୍ତି। ଏହି ଦୁଇ ଜଣ ଗାଁରେ କଳାଯାଦୁ ବା ଗୁଣିଗାରେଡ଼ି […]

k

k

Hemant Lenka
  • Published: Friday, 02 October 2020
  • Updated: 02 October 2020, 04:52 PM IST

Sports

Latest News

ଗୌହାଟୀ: ଗୁଣିଗାରେଡ଼ି ସନ୍ଦେହକୁ ନେଇ ଭୟଙ୍କର ଓ ଲୋମହର୍ଷକାରୀ ଘଟଣା ଘଟିଛି। ଆସାମର କରିବି ଆଙ୍ଗଲୋଙ୍ଗ ଜିଲ୍ଲାରେ କିଛି ଲୋକ ଗୁଣିଗାରେଡ଼ି ସନ୍ଦେହରେ ୨ ଜଣଙ୍କୁ ପ୍ରବଳ ମାଡ଼ ମାରିବା ସହ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଛନ୍ତି। ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ସେମାନେ ଉଭୟଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହାପରେ ସେମାନଙ୍କ ମୁଣ୍ଡ କାଟିବା ସହ ନିଆଁରେ ଜାଳି ଦେଇଛନ୍ତି।

ଏହି ଦୁଇ ଜଣ ଗାଁରେ କଳାଯାଦୁ ବା ଗୁଣିଗାରେଡ଼ି କରି ଅନ୍ୟମାନଙ୍କୁ ହଇରାଣରେ ପକାଉଥିଲେ ବୋଲି ଅଭିଯୋଗ ହୋଇଛି। ସେହିପରି କଳାଯାଦୁ ଯୋଗୁ ରୋହିମାପୁର ଗାଁରେ ଜଣେ କିଶୋରୀଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ବୋଲି କୁହାଯାଉଛି। ଘଟଣାଟି କେବେ ଘଟିଥିଲେ ହେଁ ଗୁରୁବାର ହିଁ ଜଣେ ବ୍ୟକ୍ତି ପୁଲିସ୍‌କୁ ଖବର ଦେବା ପରେ ଏହା ସାମ୍ନାକୁ ଆସିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ୯ ଜଣଙ୍କୁ ଗିରଫ କରିଛି।

କଳାଯାଦୁ ପ୍ରଭାବରେ ପ୍ରାଣ ହରାଇବା ପୂର୍ବରୁ ସେପ୍ଟେମ୍ବର ୨୯ରେ ରଶ୍ମି ଗୌର ଏହି ଦୁଇ ଜଣଙ୍କ ନାଁ ନେଇଥିଲେ। କଳାଯାଦୁ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିବା କଥା ମଧ୍ୟ କହିଥିଲେ। ଗୌରଙ୍କ ମୃତ୍ୟୁର କିଛି ଦିନ ପରେ ଗାଁର ଆଉ ଜଣେ ଯୁବତୀ ଅସୁସ୍ଥ ହୋଇପଡ଼ିଥିଲେ। ସେ ମଧ୍ୟ କଳାଯାଦୁ କଥା କହିଥିଲେ।

ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ସେମାନେ ଗୁଣି ଗାରେଡ଼ି ସନ୍ଦେହରେ ରାମାୱାତି ହାଲଉ ଓ ବିଜୟ ଗୌରଙ୍କୁ ଆକ୍ରମଣ କରିଥିଲେ। ଉଭୟଙ୍କୁ ସେମାନେ ପଟିପିଟି ପ୍ରଥମେ ହତ୍ୟା କରିଥିଲେ। ଏହାପରେ ଉଭୟଙ୍କ ମୃତଦେହକୁ ପାହାଡ଼ ଉପରକୁ ନେଇଥିଲେ।

ସେଠାରେ ଯେଉଁ ସ୍ଥାନରେ ରଶ୍ମି ଗୌରଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ସେହି ସ୍ଥାନରେ ଉଭୟଙ୍କ ମୁଣ୍ଡ କାଟି ସେମାନଙ୍କୁ ନିଆଁରେ ଜାଳି ଦିଆଯାଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଦୁଇ ମହିଳାଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛି। ଏଥିସହ ଆକ୍ରମଣରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ଅନ୍ୟମାନଙ୍କୁ ମଧ୍ୟ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story