ଜନ୍ମଦିନ କେକ୍ ବନ୍ଧୁକରେ କାଟି ଦୁଇ ଗିରଫ

ଲକ୍ଷ୍ନୌ: ଜନ୍ମଦିନରେ କେକ୍ କାଟି ଗିରଫ ହେଲେ ଦୁଇ ଯୁବକ। ଗିରଫ ହେବାର କାରଣ କେକକୁ ସେ ପିସ୍ତଲରେ କାଟିଥିଲେ। ଆଉ ୨୦ସେକେଣ୍ଡର ସେହି କେକ୍ କଟା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। बर्थडे पार्टी पर तमंचे से केक काटकर जश्न मनाते हुए सोशल मीडिया पर वायरल वीडियो के सम्बन्ध में थाना हापुड नगर पुलिस ने त्वरित कार्यवाही करते हुए 02 आरोपियों को […]

two-arrest

Subhransu Sekhar
  • Published: Saturday, 16 January 2021
  • , Updated: 16 January 2021, 05:01 PM IST

ଲକ୍ଷ୍ନୌ: ଜନ୍ମଦିନରେ କେକ୍ କାଟି ଗିରଫ ହେଲେ ଦୁଇ ଯୁବକ। ଗିରଫ ହେବାର କାରଣ କେକକୁ ସେ ପିସ୍ତଲରେ କାଟିଥିଲେ। ଆଉ ୨୦ସେକେଣ୍ଡର ସେହି କେକ୍ କଟା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

https://twitter.com/hapurpolice/status/1350029370014875649?s=20

ଭିଜୁଆଲରେ କେକ୍ କାଟିବା ବେଳେ ବନ୍ଧୁକ ଧରି ହ୍ୟାପି ବାର୍ଥ ଡେ’ ଗାଉଥିବା ଦେଖିବାକୁ ମିଳିଛି। ଲାଲ୍ ରଙ୍ଗର ଡ୍ରେସ ସାର୍ଟ ପିନ୍ଧିଥିବା ଯୁବକ ଜଣଙ୍କର ଜନ୍ମଦିନ ଥିଲା ବୋଲି ଜଣାପଡ଼ିଛି। ପାଖରେ ନୀଳ ରଙ୍ଗରେ ସାର୍ଟ ପିନ୍ଧିଥିବା ବ୍ୟକ୍ତି ତାର ସାଙ୍ଗ ବୋଲି ଜଣାପଡ଼ିଛି। ଗିରଫ ଦୁଇ ଜଣ ହେଲେ ଶାହନବାଜ ଓରଫ ଗୁଡ୍ଡୁ ଏବଂ ଶାକିବ ଓରଫ ଭୁରା। ଉତ୍ତର ପ୍ରଦେଶର ହାପୁଡ ନଗର ପୁଲିସ କେକ୍ କଟା ଭିଡିଓର ତଦନ୍ତ କରି ଏହି ଗିରଫ କରିଛି।

Related story