ଗର୍ଜିଲା କମାଣ, ଟଳିଲେ ୨ ପାକିସ୍ତାନୀ ସେନା

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ସୀମାରେ ପୁଣି ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଛି ପାକିସ୍ତାନ। ଆଜି ଅପରାହ୍ଣରେ ଜମ୍ମୁକଶ୍ମୀର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବହୁଦିନ ପରେ ଦୁଇ ଦେଶ ମଧ୍ୟରେ କମାଣ ଜରିଆରେ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଜବାବରେ ଭାରତ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ୨ ପାକିସ୍ତାନୀ ସୈନିକ ଟଳିଥିବାର ସୂଚନା ମିଳିଛି। ଜମ୍ମୁକଶ୍ମୀରର ଟଙ୍ଗଧର, ଫର୍କିଆନ୍‌ ଏବଂ ସୁନ୍ଦରବନୀ ଅଞ୍ଚଳରେ ଥିବା […]

ind-pak

ind-pak

Subrat Kumar Nayak
  • Published: Tuesday, 30 July 2019
  • Updated: 30 July 2019, 06:08 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ସୀମାରେ ପୁଣି ଅସ୍ଥିରତା ସୃଷ୍ଟି କରିବାକୁ ପ୍ରୟାସ କରିଛି ପାକିସ୍ତାନ। ଆଜି ଅପରାହ୍ଣରେ ଜମ୍ମୁକଶ୍ମୀର ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବହୁଦିନ ପରେ ଦୁଇ ଦେଶ ମଧ୍ୟରେ କମାଣ ଜରିଆରେ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଜବାବରେ ଭାରତ ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଏଥିରେ ୨ ପାକିସ୍ତାନୀ ସୈନିକ ଟଳିଥିବାର ସୂଚନା ମିଳିଛି।

ଜମ୍ମୁକଶ୍ମୀରର ଟଙ୍ଗଧର, ଫର୍କିଆନ୍‌ ଏବଂ ସୁନ୍ଦରବନୀ ଅଞ୍ଚଳରେ ଥିବା ଏଲ୍‌ଓସିରେ ପାକିସ୍ତାନ ସେନା ପକ୍ଷରୁ ପ୍ରଥମେ ଅତର୍କିତ ଭାବେ ତୋପ ଆକ୍ରମଣ କରାଯାଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ୨୦୦୩ ମସିହା ପରେ ପ୍ରଥମ ଥର ପାଇଁ ଏଭଳି ତୋପ କମାଣର ବ୍ୟବହାର ହୋଇଛି। ଅବଶ୍ୟ ପୂର୍ବରୁ ୨୦୧୭ ମସିହାରେ ଥରେ କମାଣ ବ୍ୟବହାର କରାଯାଇଥିଲା। ପାକିସ୍ତାନ ପୁଞ୍ଚ ଏବଂ ରଜୌରୀଠାରେ କମାଣ ଜରିଆରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତ ମଧ୍ୟ ତା'ର ଜବାବ ଦେଇଥିଲା।

ଆଜିର ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ବୀର ଯବାନ ନାଏକ କ୍ରିଶନ୍‌ ଲାଲ ସହିଦ ହୋଇଛନ୍ତି। ସେନା ପକ୍ଷରୁ କୁହାଯାଇଛି, ଗୁଳି ବିନିମୟ ବେଳେ ସହିଦ ହୋଇଥିବା ନାଏକ କ୍ରିଶନ୍‌ ଲାଲଙ୍କ ଘର ଜମ୍ମୁର ଘଗ୍ରିଆଲ ଗାଁରେ। ସେ ଜଣେ ସାହସୀ, ଦକ୍ଷ ଏବଂ ସଚ୍ଚୋଟ ଯବାନ ଥିଲେ। ରାଷ୍ଟ୍ର ତାଙ୍କ ବଳିଦାନ ଏବଂ କର୍ତ୍ତବ୍ୟ ପରାୟଣତାକୁ ସବୁଦିନ ପାଇଁ ମନେ ରଖିବ।

ସୂଚନାଯୋଗ୍ୟ ଯେ, ଗତକାଲିଠାରୁ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଏଥିରେ ୩ ଜଣ ଯବାନ ଆହତ ହୋଇଛନ୍ତି। ସେହିପରି ଗୁଳି ବର୍ଷଣରେ ଆହତଙ୍କ ମଧ୍ୟରୁ ଜଣେ ୧୦ ଦିନର ଶିଶୁ ମଧ୍ୟ ପ୍ରାଣ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story