ଶୋପିଆନରେ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ନୀର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତ୍ରୀରେ ସୁରକ୍ଷା କର୍ମୀ ଗହଣ୍ଡ ନାମକ ଗାଁରେ ସର୍ଚ୍ଚ ଅପରେସନ କରୁଥିଲେ। ଏହା ପରେ ହଠାତ୍ ସୁରକ୍ଷା କର୍ମୀଙ୍କ ଉପରକୁ ଦୁଇ ଆତଙ୍କବାଦୀ ଗୁଳି ଚଳାଇଥିଲେ। ପରେ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା।

terrorist killed

terrorist killed

Subhransu Sekhar
  • Published: Saturday, 13 April 2019
  • Updated: 13 April 2019, 11:48 AM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ନୀର ଶୋପିଆନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତ୍ରୀରେ ସୁରକ୍ଷା କର୍ମୀ ଗହଣ୍ଡ ନାମକ ଗାଁରେ ସର୍ଚ୍ଚ ଅପରେସନ କରୁଥିଲେ। ଏହା ପରେ ହଠାତ୍ ସୁରକ୍ଷା କର୍ମୀଙ୍କ ଉପରକୁ ଦୁଇ ଆତଙ୍କବାଦୀ ଗୁଳି ଚଳାଇଥିଲେ। ପରେ ସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos