ବିଜେପିରେ ପୂର୍ବତନ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: କଂଗ୍ରେସ ଟିକେଟ୍‌ରୁ ଦୁଇଥର ସାଂସଦ ହୋଇଥିବା ବରିଷ୍ଠ ରାଜନେତା ଅରବିନ୍ଦ ଶର୍ମା ଆଜି ବିଜେପିରେ ଯୋଗଦେଇଛନ୍ତି। ତାଙ୍କୁ ବିଜେପି ହରିଆଣାର କରନାଲ୍‌ ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି। ଏହି କରନାଲ ଆସନରୁ ହିଁ ଅରବିନ୍ଦ ଦୁଇଥର ସାଂସଦ ହୋଇଥିଲେ। ଆଜି ଆୟୋଜିତ ମିଶ୍ରଣ ପର୍ବରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ରାଜ୍ୟ ବିଜେପି ସଭାପତି ଅନୀଲ ଜୈନ୍‌ ଉପସ୍ଥିତ ରହିଥିଲେ। ଅରବିନ୍ଦ ବିଜେପିରେ ଯୋଗ ଦେଇଥିବାରୁ ଏହା ଦଳକୁ ସଶକ୍ତ କରିବ ବୋଲି […]

sw22

sw22

Hemant Lenka
  • Published: Friday, 15 March 2019
  • Updated: 15 March 2019, 05:18 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଟିକେଟ୍‌ରୁ ଦୁଇଥର ସାଂସଦ ହୋଇଥିବା ବରିଷ୍ଠ ରାଜନେତା ଅରବିନ୍ଦ ଶର୍ମା ଆଜି ବିଜେପିରେ ଯୋଗଦେଇଛନ୍ତି। ତାଙ୍କୁ ବିଜେପି ହରିଆଣାର କରନାଲ୍‌ ଆସନରୁ ପ୍ରାର୍ଥୀ କରିବ ବୋଲି ଜଣାପଡ଼ିଛି।

ଏହି କରନାଲ ଆସନରୁ ହିଁ ଅରବିନ୍ଦ ଦୁଇଥର ସାଂସଦ ହୋଇଥିଲେ। ଆଜି ଆୟୋଜିତ ମିଶ୍ରଣ ପର୍ବରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଓ ରାଜ୍ୟ ବିଜେପି ସଭାପତି ଅନୀଲ ଜୈନ୍‌ ଉପସ୍ଥିତ ରହିଥିଲେ।

ଅରବିନ୍ଦ ବିଜେପିରେ ଯୋଗ ଦେଇଥିବାରୁ ଏହା ଦଳକୁ ସଶକ୍ତ କରିବ ବୋଲି ଶ୍ରୀ ଖଟ୍ଟର କହିଛନ୍ତି। ଅରବିନ୍ଦ ମଧ୍ୟ ବିଜେପିରେ ସାମିଲ ହେବା ପରେ ମୋଦି ସରକାର ଗିରବଙ୍କ ପାଇଁ କାମ କରୁଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story