ୟେମେନ୍: ବିମାନ ଆକ୍ରମଣରେ ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ୫୦ ମୃତ

ସାନା: ୟେମେନର ରାଜଧାନୀ ସାନାରେ ଏକ ସରକାରୀ ଅଫିସ୍ ଉପରେ ସାଉଦୀ ମିଳିତ ସେନାର ଆକ୍ରମଣ ଯୋଗୁଁ ୫୦ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ସଲେହଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ଘଟିଛି। ହାଇତି ବିଦ୍ରୋହୀଙ୍କ କବଜାରେ ଥିଲା ଏହି ଅଫିସ୍। ଏହି ବିମାନ ଆକ୍ରମଣ ପରେ ସାନାରେ ଥିବା ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

UAE pounds Yemen rebels after coalition's deadliest day

UAE pounds Yemen rebels after coalition's deadliest day

Rakesh Mallick
  • Published: Saturday, 05 September 2015
  • Updated: 04 May 2017, 03:45 PM IST

ସାନା: ୟେମେନର ରାଜଧାନୀ ସାନାରେ ଏକ ସରକାରୀ ଅଫିସ୍ ଉପରେ ସାଉଦୀ ମିଳିତ ସେନାର ଆକ୍ରମଣ ଯୋଗୁଁ ୫୦ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ସଲେହଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ଘଟିଛି। ହାଇତି ବିଦ୍ରୋହୀଙ୍କ କବଜାରେ ଥିଲା ଏହି ଅଫିସ୍।

ଏହି ବିମାନ ଆକ୍ରମଣ ପରେ ସାନାରେ ଥିବା ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯ୍ୟାଳୟ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos