ଉଦ୍ଦାମପୁର ଆକ୍ରମଣ: ଧରାପଡିଲା ପାକିସ୍ତାନୀ ଆତଙ୍କୀ କାସୀମ

ଜାମ୍ମୁ: ଜାମ୍ମୁ କାଶ୍ମୀରର ଉଦ୍ଦାମପୁରରେ ବୁଧବାର ବିଏସଏଫ ଉପରକୁ ଆକ୍ରମଣ କରିଥିବା ତିନିଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି। ତା’ ନାଁ କାସୀମ ଖାନ୍। ସେ  ଲକ୍ସର-ଇ-ତୋଇବାର ଜଣେ ଜିହାଦୀ। ସେ ଦେଖିବାକୁ ଠିକ୍ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ଫାଶି ପାଇଥିବା ପାକିସ୍ତାନୀ ଆତଙ୍କୀ  କସାବ ଭଳି। ଏହି ଆକ୍ରମଣ ପାଇଁ ସେ ପାକିସ୍ତାନରେ ଟ୍ରେନିଂ ନେଇଥିଲେ ବୋଲି କୁହାଯାଇଛି। ପାଞ୍ଚ ଦିନ ତଳେ ସେ ପାକିସ୍ତାନରୁ ଭାରତକୁ ପ୍ରବେଶ କରିଥିଲା। ପରିଚୟ ବଦଳାଇ […]

terrorist-udhampur_650x400_51438762399

terrorist-udhampur_650x400_51438762399

Rakesh Mallick
  • Published: Wednesday, 05 August 2015
  • Updated: 05 August 2015, 10:37 AM IST

Sports

Latest News

terrorist-udhampur

ଜାମ୍ମୁ: ଜାମ୍ମୁ କାଶ୍ମୀରର ଉଦ୍ଦାମପୁରରେ ବୁଧବାର ବିଏସଏଫ ଉପରକୁ ଆକ୍ରମଣ କରିଥିବା ତିନିଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି। ତା’ ନାଁ କାସୀମ ଖାନ୍। ସେ  ଲକ୍ସର-ଇ-ତୋଇବାର ଜଣେ ଜିହାଦୀ। ସେ ଦେଖିବାକୁ ଠିକ୍ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାରେ ଫାଶି ପାଇଥିବା ପାକିସ୍ତାନୀ ଆତଙ୍କୀ  କସାବ ଭଳି। ଏହି ଆକ୍ରମଣ ପାଇଁ ସେ ପାକିସ୍ତାନରେ ଟ୍ରେନିଂ ନେଇଥିଲେ ବୋଲି କୁହାଯାଇଛି। ପାଞ୍ଚ ଦିନ ତଳେ ସେ ପାକିସ୍ତାନରୁ ଭାରତକୁ ପ୍ରବେଶ କରିଥିଲା। ପରିଚୟ ବଦଳାଇ ରହୁଥିଲା। ଆଜି ସେ ତାର ଆଉ ଦୁଇଜଣ ଆତଙ୍କୀ ସାଥୀଙ୍କ ସହିତ ମିଶି ବିଏସଏଫ ଉପରକୁ ଆକ୍ରମଣ କରିଥିଲା। ଗିରଫ ବେଳେ ତାହା ଠାରୁ ଏକ ଏକେ-୪୭ ରାଇଫଲ ଜବତ କରାଯାଇଛି। ଏହା ସହିତ ତା’ କବଳରୁ ତିନି ଜଣ ସାଧାରଣ ଲୋକଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ ଆଜି ସକାଳେ ଜାତୀୟ ରାଜପଥରେ ଯାଉଥିବା ବିଏସଏଫ୍ କାଫେଲା ଉପରେ ଆକ୍ରମଣ କରିଥିଲେ ଏହି ତିନି ଆତଙ୍କୀ। ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ପଞ୍ଚାବର ଦୀନାପୁର ଥାନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣର କିଛି ଦିନ ପରେ ଏହି ହମଲା ହୋଇଛି ।  ଗତ ଦଶନ୍ଧି ମଧ୍ୟରେ ଉଦ୍ଦାମପୁରରେ ଏହା ପ୍ରଥମ ଆତଙ୍କବାଦୀ ଆକ୍ରମଣ ଘଟଣା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story