୧୦ ଟଙ୍କାରେ ଖାଦ୍ୟ ଯୋଗାଇବେ ଉଦ୍ଧବ ସରକାର

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ନୂଆ ମେଣ୍ଟ ସରକାର ନେବାକୁ ଥିବା ପଦକ୍ଷେପ ବାବଦରେ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ କୁହାଯାଇଛି ମହାରାଷ୍ଟ୍ରର ସାଧାରଣ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଶସ୍ତା ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇଦିଆଯିବ। ତେବେ ୧୦ ଟଙ୍କାରେ କ’ଣ ସବୁ ମେନୁ ରହିବ ଏବଂ କ’ଣ ସବୁ ଆଇଟମ୍‌ ଯୋଗାଇଦିଆଯିବ ତାହା ସ୍ପଷ୍ଟ ହୋଇନି। ନିର୍ବାଚନ ପୂର୍ବରୁ […]

sivsena

sivsena

Subrat Kumar Nayak
  • Published: Thursday, 28 November 2019
  • Updated: 28 November 2019, 06:08 PM IST

Sports

Latest News

ମୁମ୍ବାଇ: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ନୂଆ ମେଣ୍ଟ ସରକାର ନେବାକୁ ଥିବା ପଦକ୍ଷେପ ବାବଦରେ ଘୋଷଣା କରାଯାଇଛି। ଏହି ଅବସରରେ ବିଭିନ୍ନ ପଦକ୍ଷେପ ମଧ୍ୟରେ କୁହାଯାଇଛି ମହାରାଷ୍ଟ୍ରର ସାଧାରଣ ଲୋକଙ୍କୁ ମାତ୍ର ୧୦ ଟଙ୍କାରେ ଶସ୍ତା ଓ ସୁସ୍ୱାଦୁ ଖାଦ୍ୟ ଯୋଗାଇଦିଆଯିବ। ତେବେ ୧୦ ଟଙ୍କାରେ କ’ଣ ସବୁ ମେନୁ ରହିବ ଏବଂ କ’ଣ ସବୁ ଆଇଟମ୍‌ ଯୋଗାଇଦିଆଯିବ ତାହା ସ୍ପଷ୍ଟ ହୋଇନି।

ନିର୍ବାଚନ ପୂର୍ବରୁ ମଧ୍ୟ ଶିବସେନା ୧୦ ଟଙ୍କାରେ ଭୋଜନ ବାବଦରେ ଘୋଷଣା କରିଥିଲା। ଅନ୍ୟପକ୍ଷରେ ବିଜେପି ମଧ୍ୟ ୫ ଟଙ୍କିଆ ଭୋଜନ ବାବଦରେ ଘୋଷଣା କରିବା ଚର୍ଚ୍ଚା ଜୋର ଧରିଥିଲା। ତେବେ ପୂର୍ବରୁ ବିଜେପି ସରକାର ମେଟ୍ରୋ କର୍ମଚାରୀଙ୍କୁ ବର୍ତ୍ତମାନ ଅଟଳ ଆହାର ଯୋଜନା ଅଧୀନରେ ଭୋଜନ ଯୋଗାଇଦେଉଥିଲେ। ଏଥିରେ ଭାତ, ଡାଲି, ତରକାରୀ ଏବଂ ସାଲାଡ୍‌ ରହିଛି।

ଏହା ପୂର୍ବରୁ ତାମିଲନାଡ଼ୁରେ ଆମ୍ମା କ୍ୟାଣ୍ଟିନ୍‌ ବେଶ୍‌ ଲୋକପ୍ରିୟ ହୋଇଥିଲା। ଏଠାକାର ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଜୟଲଳିତା ଏହା ଆରମ୍ଭ କରିଥିଲେ। ଏଥିରେ ଇଡଲି ପାଇଁ ୧ ଟଙ୍କା, ସମ୍ଭର-ଭାତ ଏବଂ ଭୃଷଙ୍ଗ ଭାତ ପାଇଁ ୫ ଟଙ୍କା ଏବଂ ଦହି ଭାତ ପାଇଁ ୩ ଟଙ୍କା ନିଆଯାଉଥିଲା। ଓଡ଼ିଶାରେ ମଧ୍ୟ ୫ ଟଙ୍କାରେ ଭାତ ଡାଲମା ଉପଲବ୍ଧ ହେଉଛି। ଏଥିରେ ପରେ ଆଚାର ମଧ୍ୟ ଯୋଡ଼ି ହୋଇଛି। ବିଶେଷ କରି ଡାକ୍ତରଖାନା ଏବଂ ବସ୍‌ଷ୍ଟାଣ୍ଡ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଆହାର କେନ୍ଦ୍ର ସବୁ ଏଥିପାଇଁ ଖୋଲାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story