ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ପାସ୍‌, ରବିବାର ବାଚସ୍ପତି ନିର୍ବାଚନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ‘ମହା ବିକାଶ ଆଘାଡ଼ି’ ସରକାର ଶନିବାର ବିଧାନସଭାରେ ଫ୍ଲୋର ଟେଷ୍ଟ ପାସ୍‌ କରିଛନ୍ତି। ବିରୋଧୀଦଳ ଗୃହତ୍ୟାଗ କରିବା ପରେ ସରକାରୀ ଦଳ ୧୬୯ ଭୋଟ୍‌ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ବାଚସ୍ପତିଙ୍କ ନିର୍ବାଚନ ହେବା ସହ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରାଯିବ। ଆଜି ଆସ୍ଥା ଭୋଟ୍‌ ନେଇ କଂଗ୍ରେସ ନେତା ଅଶୋକ ଚୌହ୍ୱାନ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। […]

uddhav

uddhav

Subrat Kumar Nayak
  • Published: Saturday, 30 November 2019
  • Updated: 30 November 2019, 10:15 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ‘ମହା ବିକାଶ ଆଘାଡ଼ି’ ସରକାର ଶନିବାର ବିଧାନସଭାରେ ଫ୍ଲୋର ଟେଷ୍ଟ ପାସ୍‌ କରିଛନ୍ତି। ବିରୋଧୀଦଳ ଗୃହତ୍ୟାଗ କରିବା ପରେ ସରକାରୀ ଦଳ ୧୬୯ ଭୋଟ୍‌ରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଆସନ୍ତାକାଲି ବାଚସ୍ପତିଙ୍କ ନିର୍ବାଚନ ହେବା ସହ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରାଯିବ।

ଆଜି ଆସ୍ଥା ଭୋଟ୍‌ ନେଇ କଂଗ୍ରେସ ନେତା ଅଶୋକ ଚୌହ୍ୱାନ ସଂକଳ୍ପ ପ୍ରସ୍ତାବ ଆଣିବା ପରେ ଫ୍ଲୋର ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରସ୍ତାବକୁ ଏନ୍‌ସିପି ନେତା ନୱାବ ମାଲିକ୍‌ ଏବଂ ଶିବସେନା ସୁଲ ପ୍ରଭୁ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲେ। ତେବେ ଏହି ସ୍ୱତନ୍ତ୍ର ଅଧିବେଶନ ନିୟମ ଅନୁଯାୟୀ ଆରମ୍ଭ ହୋଇନଥିବାରୁ ବିରୋଧୀ ଦଳ ସଦସ୍ୟମାନେ ବିରୋଧ କରିଥିଲେ। ସେମାନେ ଏହି ପ୍ରସଙ୍ଗରେ ବିରୋଧ କରି ଗୃହତ୍ୟାଗ କରିଥିଲେ। ତେବେ ଏହାପରେ ଏନ୍‌ସିପି-କଂଗ୍ରେସ-ଶିବସେନା ଅତି ସହଜରେ ଫ୍ଲୋର ଟେଷ୍ଟରେ ସଫଳ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ମେଣ୍ଟର ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଗତ ଗୁରୁବାର ଶିବାଜୀ ପାର୍କଠାରେ ପଦର ଶପଥ ନେଇଛନ୍ତି। ଏହାର ୩ ଦିନ ପୂର୍ବରୁ ଦେବେନ୍ଦ୍ର ଫଡ଼ନାବିସ୍‌ ଏବଂ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଷ୍ଠିତ ହେବାକୁ ଥିବା ଫ୍ଲୋରଟେଷ୍ଟରେ ସେମାନେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ନେଇ ସନ୍ଦେହରେ ରହିବା ପରେ ଏଭଳି ନିଷ୍ପତ୍ତି ନେଇଥିଲେ।

ଆସ୍ଥା ଭୋଟ୍‌ ପୂର୍ବରୁ ଶିବସେନା ନେତା ସଞ୍ଜୟ ରାଉତ ଫ୍ଲୋର ଟେଷ୍ଟରେ ଜିତିବା ନେଇ ଆଗୁଆ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ। ଟ୍ୱିଟରରେ ସେ ଲେଖିଥିଲେ, ଆଜି ସଂଖ୍ୟା ଗରିଷ୍ଠତା ପ୍ରଦର୍ଶନ କରାଇବାର ଦିନ। ୧୭୦+ ବିଧାୟକଙ୍କ ସମର୍ଥନ ମିଳିବ ବୋଲି ସେ କହିଥିଲେ।

ଆଜି ଅସ୍ଥାୟୀ ବାଚସ୍ପତି ବଦଳିବାକୁ ନେଇ ଗୃହରେ ହୋହଲ୍ଲା ଦେଖିବାକୁ ମିଳିଥିଲା। ପୂର୍ବରୁ ବିଜେପିର କାଳୀଦାସ କୋଲମ୍ବକରଙ୍କୁ ଅସ୍ଥାୟୀ ବାଚସ୍ପତି କରାଯାଇଥିଲେ ହେଁ ଆଜି ଏନ୍‌ସିପିର ଦିଲ୍ଲୀପ ୱାଲସେ ପାଟିଲ ଗୃହ ପରିଚାଳନା କରିଥିଲେ।

ଏଥିରେ ପ୍ରତିକ୍ରିୟାଶୀଳ ଫଡ଼ନାବିସ୍‌ କହିଥିଲେ, “ଭାରତର ଇତିହାସରେ କେବେ ପ୍ରୋଟେମ୍‌ ସ୍ପିକର କେବେ ମଧ୍ୟ ବଦଳିନି। ଆଜି କାହିଁକି ବଦଳିଲା? ବାଚସ୍ପତି ନିର୍ବାଚନ ନହୋଇ ଫ୍ଲୋର ଟେଷ୍ଟ କେବେ ମଧ୍ୟ ମହାରାଷ୍ଟ୍ରରେ ହୋଇନଥିଲା। ଏଥର ଭୟ କେଉଁଥିପାଇଁ ଥିଲା।” ଅନ୍ୟପକ୍ଷରେ ଅଧିବେଶନ ଆରମ୍ଭରେ ବନ୍ଦେ ମାତରମ୍‌ ଗାନ ନ କରାଯିବା ନେଇ ମଧ୍ୟ ବିଜେପି ତମ୍ବିତୋଫାନ କରିଥିଲା। ଫଡ଼ନାବିସ୍‌ କହିଥିଲେ, ଅଧିବେଶନ ଆରମ୍ଭରେ ବନ୍ଦେ ମାତରମ ଗାନ କରାଯାଏ ଏବଂ ଜାତୀୟ ସଂଗୀତ ଗାନରେ ଏହା ଶେଷ ହୋଇଥାଏ। ଅନ୍ୟପକ୍ଷରେ ବିଜେପି ବିଧାୟକମାନଙ୍କୁ ଅଧିବେଶନ ବାବଦରେ ଜାଣିଶୁଣି ଡେରିରେ ସୂଚନା ଦିଆଯାଇଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story