ଉମା ଭାରତୀ ହେଲେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ଲଢ଼ିବେନି ନିର୍ବାଚନ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ଏଣିକି ସେ ଦଳର ସାଂଗଠନିକ କଥା ବୁଝିବେ। ଆଜି ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୧୬ରୁ ଉମା ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ସେ ଆସନ୍ତା ମେ’ ମାସରୁ ୧୮ ମାସ ପାଇଁ ତୀର୍ଥଯାତ୍ରାରେ ଯିବେ ବୋଲି ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି। […]

u

u

Hemant Lenka
  • Published: Saturday, 23 March 2019
  • Updated: 23 March 2019, 09:38 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ଏଣିକି ସେ ଦଳର ସାଂଗଠନିକ କଥା ବୁଝିବେ। ଆଜି ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି।

୨୦୧୬ରୁ ଉମା ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ସେ ଆସନ୍ତା ମେ' ମାସରୁ ୧୮ ମାସ ପାଇଁ ତୀର୍ଥଯାତ୍ରାରେ ଯିବେ ବୋଲି ମଧ୍ୟ ଯୋଜନା କରିଥିବା ଜଣାପଡ଼ିଛି।

କିଛି ଦିନ ତଳେ ଉମା କହିଥିଲେ,“ମୁଁ ୨୦୧୯ ନିର୍ବାଚନ ଲଢ଼ିବାକୁ ଚାହୁଁନାହିଁ। ଆସନ୍ତା ଦେଢ଼ ବର୍ଷ କେବଳ ରାମ ମନ୍ଦିର ଓ ଗଙ୍ଗା ସଫେଇ ଉପରେ ବିଶେଷ ଧ୍ୟାନ ଦେବି। କିନ୍ତୁ ପ୍ରତ୍ୟକ୍ଷ ରାଜନୀତିରୁ କୌଣସି ପ୍ରକାରର ସନ୍ୟାସ ନେବି ନାହିଁ। ମୁଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଏବଂ ଗଙ୍ଗା ସଫେଇ ପାଇଁ କାର୍ଯ୍ୟ ଆରମ୍ଭ କରିବି।”

ଉତ୍ତର ପ୍ରଦେଶର ଝାନ୍‌ସୀ-ଲଳିତପୁର ନିର୍ବାଚନମଣ୍ଡଳୀରୁ ସାଂସଦ ହୋଇଥିବା ଉମା ଭାରତୀ ପିଇବା ପାଣି ଓ ପରିମଳ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଏହାପୂର୍ବରୁ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story