ସମ୍ପ୍ରସାରଣ ହେଲା ମୋଦିଙ୍କ ମନ୍ତ୍ରିମଣ୍ଡଳ: ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଲେନି ଉମା ଭାରତୀ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜି ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି। ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସହ ୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଯୋଗଦେଇ ନଥିଲେ। ଏବେ ସେ ତାଙ୍କ ସଂସଦୀୟ କ୍ଷେତ୍ର  ଝାନସୀ-ଲଳିତପୁରରେ ଅଛନ୍ତି। ଉତ୍ସବରେ ଯୋଗ ନଦେବାର କାରଣ ଉମା ଭାରତୀଙ୍କ ରାଗ ବୋଲି କୁହାଯାଉଛି। ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଥିଲା। ଏହାପରେ ସେ […]

Rakesh Mallick
  • Published: Sunday, 03 September 2017
  • Updated: 03 September 2017, 02:29 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜି ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହୋଇଛି। ୯ ଜଣ ରାଷ୍ଟ୍ରମନ୍ତ୍ରୀଙ୍କ ସହ ୪ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଯୋଗଦେଇ ନଥିଲେ। ଏବେ ସେ ତାଙ୍କ ସଂସଦୀୟ କ୍ଷେତ୍ର  ଝାନସୀ-ଲଳିତପୁରରେ ଅଛନ୍ତି। ଉତ୍ସବରେ ଯୋଗ ନଦେବାର କାରଣ ଉମା ଭାରତୀଙ୍କ ରାଗ ବୋଲି କୁହାଯାଉଛି।

ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଥିଲା। ଏହାପରେ ସେ ଟ୍ୱିଟ୍‌ରେ ଲେଖିଥିଲେ,“ମୋ ଇସ୍ତଫା ଖବରକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ମୋର ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ମୁଁ ଏହି ପ୍ରଶ୍ନ ଶୁଣି ନଥିଲି, ଶୁଣିବାକୁ ଚାହୁଁନାହିଁ କି ଏହାର ଉତ୍ତର ଦେବାକୁ ବି ଚାହୁଁନି। ଏ ସମ୍ପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବା ଅଧ୍ୟକ୍ଷଙ୍କୁ ପଚାରିଲେ ସେ କହି ପାରିବେ। ମୋର ଏ ନେଇ  କହିବାର କିଛି ଅଧିକାର ନାହିଁ।”

ଉମାଙ୍କ ମନ୍ତ୍ରାଳୟ ପରିବର୍ତ୍ତନ ହୋଇଥିବା କୁହାଯାଉଛି। ଏବେ ସେ ଜଳ ସଂସୋଧନ ଏବଂ ଗ୍ରାମୀଣ ସଂରକ୍ଷଣ ମନ୍ତ୍ରୀ ଅଛନ୍ତି। ଗଙ୍ଗାନଦୀ ସଫାକୁ ନେଇ ମୋଦି ତାଙ୍କ କାମ ପ୍ରତି ଏତେଟା ଖୁସି ନାହାଁନ୍ତି। ଗତ ୩ ବର୍ଷ ମଧ୍ୟରେ ଗଙ୍ଗା ସଫା ନେଇ କିଛି ବଡ଼ ପଦକ୍ଷେପ ନିଆଯାଇ ନାହିଁ। କୋର୍ଟ ଓ ଏନ୍‌ଜିଟି ବାରମ୍ୱାର ସରକାରଙ୍କ ନିଷ୍ପତ୍ତି ଉପରେ ଝଟ୍‌କା ଲଗାଉଛନ୍ତି। ୨୦୧୮ ମସିହା ମଧ୍ୟରେ ଗଙ୍ଗାର ପ୍ରଥମ ପର୍ଯ୍ୟାୟ ସଫା କାମ ସରିବ ବୋଲି ବାରମ୍ୱାର ଉମା ଭାରତୀ କହି ଆସୁଛନ୍ତି। ଜୁନ୍ ୨୦୧୭ ପରେ ଗଙ୍ଗା ସଫା ଦେଖିବାକୁ ମିଳିବ। ୨୦୧୮ରେ  ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହେବ। ଏହି କାମ ୨୦୨୦ ରେ ଶେଷ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story