ମହାକାଶ କ୍ଷେତ୍ରରେ ଘରୋଇ ଭାଗିଦାରୀକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ମହାକାଶ ଗତିବିଧିର ସମସ୍ତ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀ ପାଇଁ ଅନୁମତି ଦେଇଛନ୍ତି। ପ୍ରଯୁକ୍ତି କ୍ଷେତ୍ରରେ ସମୃଦ୍ଧି ତଥା ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ମହାକାଶ କ୍ଷେତ୍ରରେ ଉନ୍ନତ କ୍ଷମତାସମ୍ପନ୍ନ ହାତଗଣତି ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ। ଏହି ସଂସ୍କାର ଫଳରେ ମହାକାଶ କ୍ଷେତ୍ରକୁ ନୂତନ ଶକ୍ତି ଏବଂ ଗତିଶୀଳତା ପ୍ରାପ୍ତ ହେବ, ଯାହାଦ୍ୱାରା ଦେଶକୁ […]

isro

isro

Subhransu Sekhar
  • Published: Wednesday, 24 June 2020
  • Updated: 25 June 2020, 06:55 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ମହାକାଶ ଗତିବିଧିର ସମସ୍ତ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଭାଗିଦାରୀ ପାଇଁ ଅନୁମତି ଦେଇଛନ୍ତି। ପ୍ରଯୁକ୍ତି କ୍ଷେତ୍ରରେ ସମୃଦ୍ଧି ତଥା ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।

ମହାକାଶ କ୍ଷେତ୍ରରେ ଉନ୍ନତ କ୍ଷମତାସମ୍ପନ୍ନ ହାତଗଣତି ରାଷ୍ଟ୍ର ମଧ୍ୟରେ ଭାରତ ସାମିଲ। ଏହି ସଂସ୍କାର ଫଳରେ ମହାକାଶ କ୍ଷେତ୍ରକୁ ନୂତନ ଶକ୍ତି ଏବଂ ଗତିଶୀଳତା ପ୍ରାପ୍ତ ହେବ, ଯାହାଦ୍ୱାରା ଦେଶକୁ ମହାକାଶ ଗତିବିଧିର ପରିବର୍ତ୍ତୀ ପର୍ଯ୍ୟାୟରେ ଦ୍ରୁତଗତିରେ ଆଗେଇ ଯିବାର ସହାୟତା ମିଳିବ ବୋଲି ସରକାର ଆଶା ରଖିଛନ୍ତି। କେବଳ ଏହି କ୍ଷେତ୍ରରେ ବିକାଶ ହେବ ନାହିଁ ବରଂ ଭାରତୀୟ ଉଦ୍ୟୋଗ ବିଶ୍ୱର ମହାକାଶ ଅର୍ଥ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ। ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି ହେବା ସହିତ ଭାରତ ଏକ ବୈଶୟିକ ପ୍ରଯୁକ୍ତି ଶକ୍ତି କେନ୍ଦ୍ରରେ ପରିଣତ ହେବ।

ପ୍ରଯୁକ୍ତି ବିକାଶ ତଥା ଶିଳ୍ପ ଆଧାର ସମ୍ପ୍ରସାରଣ କ୍ଷେତ୍ରରେ ମହାକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିପାରିବ। ପ୍ରସ୍ତାବିତ ସଂସ୍କାର ବଳରେ ମହାକାଶ ସମ୍ପତ୍ତି, ଡାଟା ଏବଂ ଉନ୍ନତ ସୁବିଧା ଉପଲବ୍ଧତାର ମାଧ୍ୟମ ମିଳିବ। ମହାକାଶ ପରିସମ୍ପତ୍ତି ଓ ଗତିବିଧିରେ ସାମାଜିକ-ଆର୍ଥିକ ଉପଯୋଗକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ।

ନବଗଠିତ ଭାରତୀୟ ରାଷ୍ଟ୍ରୀୟ ମହାକାଶ ସମ୍ବର୍ଦ୍ଧନ ତଥା ପ୍ରାମାଣୀକରଣ କେନ୍ଦ୍ର (ଇନ-ସ୍ପେସ) ଭାରତୀୟ ମହାକାଶ ଭିତ୍ତିଭୂମିର ଉପଯୋଗ କରିବା ନିମନ୍ତେ ଘରୋଇ କ୍ଷେତ୍ରର କମ୍ପାନୀଗୁଡ଼ିକ ଲାଗି ସମାନ ସୁଯୋଗ ଉପଲବ୍ଧ କରାଇବ। ଏହା ପ୍ରୋତ୍ସାହନମୂଳକ ନୀତି ତଥା ଅନୁକୂଳ ନିୟାମକ ବାତାବରଣ ଜରିଆରେ ମହାକାଶ ଗତିବିଧିରେ ଘରୋଇ କ୍ଷେତ୍ରକୁ ପ୍ରାରମ୍ଭିକ ସହାୟତା ଯୋଗାଇ ଦେବ, ସେମାନଙ୍କୁ ପ୍ରୋତ୍ସାହନ ତଥା ଦିଶା-ନିର୍ଦ୍ଦେଶ ପ୍ରଦାନ କରିବ।

ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉପକ୍ରମ ‘ନ୍ୟୁ ସ୍ପେସ ଇଣ୍ଡିଆ ଲିମିଟେଡ’ ମହାକାଶ ଗତିବିଧିକୁ ଏକ ‘ଯୋଗାଣ ଆଧାରିତ’ ମଡେଲ ପରିବର୍ତ୍ତେ ‘ଚାହିଦା ଆଧାରିତ’ ମଡେଲ ଆଡ଼କୁ ରୂପାନ୍ତରିତ କରିବା ଲାଗି ପ୍ରୟାସ କରିବ ଯାହାଫଳରେ ଆମର ମହାକାଶ ସମ୍ପତ୍ତିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ ହୋଇପାରିବ।

ଏହି ସଂସ୍କାର ଇସ୍ରୋକୁ ଗବେଷଣା ଏବଂ ବିକାଶ ଗତିବିଧି, ନୂଆ ପ୍ରଯୁକ୍ତି, ଅନୁସନ୍ଧାନ ମିଶନ ତଥା ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଉପରେ ଅଧିକ ଫୋକସ କରିବା ଲାଗି ସମର୍ଥ କରିବ। କେତେକ ଗ୍ରହ ସମ୍ବନ୍ଧୀୟ ସନ୍ଧାନ ମିଶନକୁ ମଧ୍ୟ ‘ଅବସର ଘୋଷଣା’ ବ୍ୟବସ୍ଥା ଜରିଆରେ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story