ପୁଅ ପାଇଁ ଇସ୍ତଫା ଦେବେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ ଉଭୟ ସାଂସଦ ପଦ ଓ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଯାଉଛନ୍ତି। ନିକଟରେ ତାଙ୍କ ପୁଅ ହରିଆନା ହିସାର ଲୋକସଭା ଆସନ ପାଇଁ ବିଜେପିରୁ ଟିକେଟ ପାଇଥିବାରୁ ସେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି। Union Min Chaudhary Birender Singh: When BJP goes for elections…they’re against dynastic rule, so I thought it proper that if […]

birendra singh

birendra singh

Subhransu Sekhar
  • Published: Sunday, 14 April 2019
  • Updated: 14 April 2019, 05:23 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂହ ଉଭୟ ସାଂସଦ ପଦ ଓ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଯାଉଛନ୍ତି। ନିକଟରେ ତାଙ୍କ ପୁଅ ହରିଆନା ହିସାର ଲୋକସଭା ଆସନ ପାଇଁ ବିଜେପିରୁ ଟିକେଟ ପାଇଥିବାରୁ ସେ ତାଙ୍କ ପଦବୀରୁ ଇସ୍ତଫା ଦେବେ ବୋଲି ସୂଚନା ଦେଇଛନ୍ତି।

ସେ କହିଛନ୍ତି ବିଜେପି ପରିବାରବାଦକୁ ବିରୋଧ କରେ। ମୋ ପୁଅ ଦଳରୁ ପ୍ରାର୍ଥୀ ହୋଇଛି, ତେଣୁ ମୁଁ ପଦପଦବୀରେ ରହିବା ଠିକ୍ ହେବ ନାହିଁ। ଏ ନେଇ ବିଜେପି ରାଷ୍ଚ୍ରୀୟ ସଭାପତି ଅମିତ ଶାହଙ୍କୁ ଚିଠି ଲେଖି ଜଣାଇ ଦେଇଥିବା କହିଛନ୍ତି। ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ମାନିନେବେ ବୋଲି ଶ୍ରୀ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story