ଶବଯାତ୍ରା ବେଳେ ବାଣ ଫୁଟେ, ବାଜେ ତେଲିଙ୍ଗି ବାଜା

ନୂଆଦିଲ୍ଲୀ: ଜନ୍ମ ଯେମିତି ସତ୍ୟ, ମୃତ୍ୟୁ ବି ସେମିତି ସତ୍ୟ। ଦୁଇଟିକୁ ଗ୍ରହଣ କରିବାକୁ ପଡ଼ିବ। ଯିଏ ଏହି ଦୁନିଆକୁ ଆସିଛି, ଯିବ ନିଶ୍ଚିତ। ତେବେ ଆମ ପରମ୍ପରା ଅନୁସାରେ କୌଣସି କାହାର ମୃତ୍ୟୁ ଘଟିଲେ ତାଙ୍କୁ ଆଶ୍ରୁଳ ବିଦାୟ ଦିଆଯାଇଥାଏ। ପରିବାର, ବନ୍ଧୁ ଓ ପଡ଼ୋଶୀ ସମସ୍ତେ ଏକାଠି ହୋଇଥାନ୍ତି ଓ ମୃତକଙ୍କୁ ବିଦାୟ ଦେଇଥାନ୍ତି। ହେଲେ ଆମେ ଏମିତି ଏକ ସ୍ଥାନ ବିଷୟରେ କହୁଛୁ, ଯେଉଁଠି ଭିନ୍ନ ପରମ୍ପରାରେ ମୃତକଙ୍କୁ ବିଦାୟ ଦିଆଯାଇଥାଏ। ଏଠାରେ […]

saba

saba

Rakesh Mallick
  • Published: Monday, 25 June 2018
  • Updated: 25 June 2018, 04:05 PM IST

Sports

Latest News

ନୂଆଦିଲ୍ଲୀ: ଜନ୍ମ ଯେମିତି ସତ୍ୟ, ମୃତ୍ୟୁ ବି ସେମିତି ସତ୍ୟ। ଦୁଇଟିକୁ ଗ୍ରହଣ କରିବାକୁ ପଡ଼ିବ। ଯିଏ ଏହି ଦୁନିଆକୁ ଆସିଛି, ଯିବ ନିଶ୍ଚିତ। ତେବେ ଆମ ପରମ୍ପରା ଅନୁସାରେ କୌଣସି କାହାର ମୃତ୍ୟୁ ଘଟିଲେ ତାଙ୍କୁ ଆଶ୍ରୁଳ ବିଦାୟ ଦିଆଯାଇଥାଏ। ପରିବାର, ବନ୍ଧୁ ଓ ପଡ଼ୋଶୀ ସମସ୍ତେ ଏକାଠି ହୋଇଥାନ୍ତି ଓ ମୃତକଙ୍କୁ ବିଦାୟ ଦେଇଥାନ୍ତି। ହେଲେ ଆମେ ଏମିତି ଏକ ସ୍ଥାନ ବିଷୟରେ କହୁଛୁ, ଯେଉଁଠି ଭିନ୍ନ ପରମ୍ପରାରେ ମୃତକଙ୍କୁ ବିଦାୟ ଦିଆଯାଇଥାଏ। ଏଠାରେ ଉତ୍ସବର ମାହୋଲରେ ମୃତକଙ୍କୁ ବିଦାୟ ଦିଆଯାଇଥାଏ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନ୍ୟ କେଉଁଠି ନୁହେଁ ଆମ ଦେଶରେ ହିଁ ଏହି ପ୍ରଥା ରହିଛି।

ଆଜ୍ଞା ହଁ, ତେଲେଙ୍ଗାନାରେ ଏମିତି ଏକ ଗାଁ ଅଛି ଯେଉଁଠି ଜାକଜମକରେ ବାଜା ବାଣରେ ମୃତକଙ୍କ ଶବଯାତ୍ରା ହୋଇଥାଏ। ଗାଁଟି ହେଲା ଗଙ୍ଗାଦେବୀ ପଲ୍ଲୀ। ଏଠାରେ କାହାର ମୃତ୍ୟୁ ଘଟିଲେ ଉତ୍ସବ ପାଳନ କରାଯାଇଥାଏ।

ଏମାନଙ୍କର ବିଶ୍ୱାସ ରହିଛି, ଯିଏ ଯେତେଦିନ ପାଇଁ ଦୁନିଆକୁ ଆସିଛି, ଖୁସିରେ ଖୁସିରେ ସେତେଦିନ କାଟିଲେ। ଏବେ ତାଙ୍କ ମୃତ୍ୟୁ ପରେ ସେମିତି ଖୁସିରେ ଖୁସିରେ ତାଙ୍କୁ ବିଦାୟ ଦିଆଯିବା ଦରକାର।

ପିଲା ହେଉ କି ବୟସ୍କ ସମସ୍ତଙ୍କ ଶବଯାତ୍ରା ଉତ୍ସବର ମାହୋଲରେ ହୋଇଥାଏ। ବନ୍ଧୁ, ପରିଜନ ଓ ପଡ଼ୋଶୀ ସ୍ଥାନୀୟ ବାଦ୍ୟଯନ୍ତ୍ରର ତାଳେ ତାଳେ ଶ୍ମଶାନ ପର୍ଯ୍ୟନ୍ତ ନାଚି ନାଚି ଯାଇଥାନ୍ତି। ଏହି ସମୟରେ ବହୁତ ବାଣ ମଧ୍ୟ ଫୁଟାଇଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story