ଭୂ ସମାଧି ସତ୍ୟାଗ୍ରହ : ଗାତ ଖୋଳି ଅଧା ଶରୀରକୁ ପୋତିଦେଲେ ଚାଷୀ  

ନୂଆଦିଲ୍ଲୀ: ଅଭିନବ ଢଙ୍ଗରେ ପ୍ରଶାସନ ବିରୋଧରେ ରାଜସ୍ଥାନ ଚାଷୀଙ୍କ ପ୍ରତିବାଦ।  ଗାତ ଖୋଳି ସେଥିରେ ଶରୀରର ଅଧା ଅଂଶକୁ ପୋତି ଦେଇଛନ୍ତି ଚାଷୀ।  ଏହାର ନାଁ ଦିଆଯାଇଛି ଭୂ ସମାଧି ସତ୍ୟାଗ୍ରହ। ଜୟପୁର ଉପକଣ୍ଠ ନିନ୍ଦଡ଼ ଗାଁର ଚାଷୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନେଇଛନ୍ତି ଏଭଳି ପଦକ୍ଷେପ।  ଯେଉଁଥିଲେ ସାମିଲ ହୋଇଛନ୍ତି ଚାଷୀଙ୍କ ପୁରା ପରିବାର। ଜମି ଅଧିଗ୍ରହଣ ବିରୋଧରେ ଏହି ଆନ୍ଦୋଳନ କରାଯାଛି।  ଜୟପୁର ଡେଭଲପମେଣ୍ଟ ଅଥରିଟି ବା JDA ଏଇ ଚାଷୀଙ୍କ […]

h111

h111

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 12:50 PM IST

Sports

Latest News

ନୂଆଦିଲ୍ଲୀ: ଅଭିନବ ଢଙ୍ଗରେ ପ୍ରଶାସନ ବିରୋଧରେ ରାଜସ୍ଥାନ ଚାଷୀଙ୍କ ପ୍ରତିବାଦ।  ଗାତ ଖୋଳି ସେଥିରେ ଶରୀରର ଅଧା ଅଂଶକୁ ପୋତି ଦେଇଛନ୍ତି ଚାଷୀ।  ଏହାର ନାଁ ଦିଆଯାଇଛି ଭୂ ସମାଧି ସତ୍ୟାଗ୍ରହ। ଜୟପୁର ଉପକଣ୍ଠ ନିନ୍ଦଡ଼ ଗାଁର ଚାଷୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନେଇଛନ୍ତି ଏଭଳି ପଦକ୍ଷେପ।  ଯେଉଁଥିଲେ ସାମିଲ ହୋଇଛନ୍ତି ଚାଷୀଙ୍କ ପୁରା ପରିବାର।

ଜମି ଅଧିଗ୍ରହଣ ବିରୋଧରେ ଏହି ଆନ୍ଦୋଳନ କରାଯାଛି।  ଜୟପୁର ଡେଭଲପମେଣ୍ଟ ଅଥରିଟି ବା JDA ଏଇ ଚାଷୀଙ୍କ ଜମି ଅଧିଗ୍ରହଣ କରି ସେଠାରେ ଏକ ବିଶାଳ  ହାଉସିଂ ପ୍ରୋଜେକ୍ଟ କରିବାକୁ  ଯୋଜନା କରିଛି । ଏଥିପାଇଁ ନିନ୍ଦଡ ଗାଁର ଚାଷ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ରହିଛି ।  କିନ୍ତୁ ଗାଁ ଲୋକେ ଏହାକୁ ଜୋରଦାର ବିରୋଧ କରି ଭୂ ସମାଧି ସତ୍ୟାଗ୍ରହ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos