ବଦଳିଗଲା ଆୟରଲାଣ୍ଡର ଆଇନ୍‌

ମୁମ୍ୱାଇ: ଜଣେ ଭାରତୀୟ ମହିଳାଙ୍କ ପାଇଁ ଆଜି ବଦଳିଛି ଆୟରଲାଣ୍ଡର ଆଇନ୍‌ ବ୍ୟବସ୍ଥା। ଏଣିକି ଏଠି ଗର୍ଭପାତ ବେଆଇନ୍‌ ନୁହେଁ। ଆବଶ୍ୟକସ୍ଥଳେ ମହିଳା ଗର୍ଭପାତ କରାଇ ପାରିବେ ବୋଲି ଦେଶର ପାର୍ଲିଆମେଣ୍ଟରେ ନୂଆ ଆଇନ୍‌ ହୋଇଛି। ଜାଣିଛନ୍ତି, ଗର୍ଭପାତ ବା ଆବର୍ସନ ଉପରେ ଏହି ଦେଶରେ କଡ଼ାକଡି ନିୟମ ରହିଛି। କୌଣସି ପରିସ୍ଥିତିରେ ମଧ୍ୟ ଆୟରଲାଣ୍ଡର ମହିଳାମାନେ ଗର୍ଭପାତ କରାଇ ପାରିବେ ନାହିଁ ବୋଲି ଆଇନ୍‌ ଥିଲା। ଯେଉଁଥିରେ ଏବେ ସଂଶୋଧନ ଆଣିଛି ଆୟରଲାଣ୍ଡ ସଂସଦ।ଗତ କିଛି […]

final

final

Rakesh Mallick
  • Published: Sunday, 27 May 2018
  • Updated: 27 May 2018, 12:54 PM IST

Sports

Latest News

ମୁମ୍ୱାଇ: ଜଣେ ଭାରତୀୟ ମହିଳାଙ୍କ ପାଇଁ ଆଜି ବଦଳିଛି ଆୟରଲାଣ୍ଡର ଆଇନ୍‌ ବ୍ୟବସ୍ଥା। ଏଣିକି ଏଠି ଗର୍ଭପାତ ବେଆଇନ୍‌ ନୁହେଁ। ଆବଶ୍ୟକସ୍ଥଳେ ମହିଳା ଗର୍ଭପାତ କରାଇ ପାରିବେ ବୋଲି ଦେଶର ପାର୍ଲିଆମେଣ୍ଟରେ ନୂଆ ଆଇନ୍‌ ହୋଇଛି।

ଜାଣିଛନ୍ତି, ଗର୍ଭପାତ ବା ଆବର୍ସନ ଉପରେ ଏହି ଦେଶରେ କଡ଼ାକଡି ନିୟମ ରହିଛି। କୌଣସି ପରିସ୍ଥିତିରେ ମଧ୍ୟ ଆୟରଲାଣ୍ଡର ମହିଳାମାନେ ଗର୍ଭପାତ କରାଇ ପାରିବେ ନାହିଁ ବୋଲି ଆଇନ୍‌ ଥିଲା। ଯେଉଁଥିରେ ଏବେ ସଂଶୋଧନ ଆଣିଛି ଆୟରଲାଣ୍ଡ ସଂସଦ।ଗତ କିଛି ଦିନ ହେବ ଏହି ଆଇନ୍‌ ବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ଆନ୍ଦୋଳନ ଲାଗି ରହିଥିଲା। ଏଠାରେ ଗର୍ଭପାତ କରାଇ ନ ପାରି ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ତା ହେଲେ ଆସନ୍ତୁ ଜାଣିବା କ’ଣ ଥିଲା ସେହି ଘଟଣା।

୨୦୧୨ରେ ଏଠାରେ ଅବସ୍ଥାପିତ ଭାରତୀୟ ଡେଣ୍ଟିଷ୍ଟ ସବିତା ହାଲପନ୍ନାଭାରଙ୍କ ଗର୍ଭରେ ସଂକ୍ରମଣ ହୋଇଯାଇଥିଲା। ଏହାର କୌଣସି ଉପଚାର ମଧ୍ୟ ସମ୍ଭବ ହେଉ ନ ଥିଲା। ଫଳରେ ଗର୍ଭପାତ କରାଇବା ହିଁ ଶେଷ ପନ୍ଥା ଥିଲା। ହେଲେ ଏଠାରେ ଗର୍ଭପାତ କରାଇବାକୁ ତାଙ୍କୁ ଅନୁମତି ମିଳି ନ ଥିଲା। ଶେଷରେ ଯନ୍ତ୍ରଣାରେ ତାଙ୍କର ମୃତ୍ୟୁ ଘଟିଲା।ଏହି ଘଟଣା ପରେ ସବିତାଙ୍କ ସପକ୍ଷରେ ବାହାରିଲା ପୁରା ଆୟରଲାଣ୍ଡ। ଏପରି କି ଆଇନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆୟରଲ୍ୟାଣ୍ଡବାସୀ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ। ଶେଷରେ ଆଇନରେ ସଂଶୋଧନ ଆଣିବା ପାଇଁ ଏକ ଜନମତ ବ୍ୟବସ୍ଥା କରାଗଲା। ଯେଉଁଥିରେ ୬୬.୪ଭାଗ ମତଦାତା ଗର୍ଭପାତ ଉପରେ ଥିବା ପ୍ରତିବନ୍ଧକୁ ହଟାଇବା ପକ୍ଷରେ ବାହାରିଥିଲେ।ଆଉ ଶେଷରେ ଜନମତର ବିଜୟ ହୋଇଛି। ଗତ ଶନିବାର ପୂର୍ବ ଆଇନ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି। ମାଆ କିମ୍ବା ଗର୍ଭରେ ଥିବା ଶିଶୁର ଜୀବନ ସଙ୍କଟାପନ୍ନ ଥିଲେ ଗର୍ଭପାତ କରାଯାଇ ପାରିବ ବୋଲି ଆଇନକୁ ସ୍ୱୀକୃତି ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story