‘ଅବିବାହିତ ପୁଅ-ଝିଅ ଏକାଠି ହୋଟେଲରେ ରହିବା ଅପରାଧ ନୁହେଁ’

ଚେନ୍ନାଇ: ଅବିବାହିତ ପୁଅ-ଝିଅ ଏକାଠି ରହିବାକୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଏହା ଅପରାଧ ନୁହେଁ କି ବେଆଇନ ନୁହେଁ ବୋଲି ମାଡ୍ରାସ୍‌ ହାଇକୋର୍ଟ ସ୍ପଷ୍ଟ କରିଦେଇଛି। କୋଏମ୍ବାଟୁରର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଏକ ଅବିବାହିତ ଯୋଡ଼ି ରହୁଥିବା ଏବଂ ଅନ୍ୟ ଏକ ରୁମ୍‌ରୁ ମଦ ବୋତଲ ଜବତ ହେବାପରେ ପୁଲିସ୍‌ ଓ ରାଜସ୍ୱ ବିଭାଗ ଏହି ଆପାର୍ଟମେଣ୍ଟ ସିଲ୍‌ କରିବାକୁ ନେଇ କୋର୍ଟ ଏପରି ରାୟ ଦେଇଛନ୍ତି। ଜଷ୍ଟିସ୍‌ ଏମ୍‌ଏସ୍‌ ରମେଶ ଏହି ମାମଲାରେ […]

Madras

Madras

Subrat Kumar Nayak
  • Published: Sunday, 08 December 2019
  • Updated: 08 December 2019, 09:50 PM IST

Sports

Latest News

ଚେନ୍ନାଇ: ଅବିବାହିତ ପୁଅ-ଝିଅ ଏକାଠି ରହିବାକୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ ମଧ୍ୟ ଏହା ଅପରାଧ ନୁହେଁ କି ବେଆଇନ ନୁହେଁ ବୋଲି ମାଡ୍ରାସ୍‌ ହାଇକୋର୍ଟ ସ୍ପଷ୍ଟ କରିଦେଇଛି। କୋଏମ୍ବାଟୁରର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଏକ ଅବିବାହିତ ଯୋଡ଼ି ରହୁଥିବା ଏବଂ ଅନ୍ୟ ଏକ ରୁମ୍‌ରୁ ମଦ ବୋତଲ ଜବତ ହେବାପରେ ପୁଲିସ୍‌ ଓ ରାଜସ୍ୱ ବିଭାଗ ଏହି ଆପାର୍ଟମେଣ୍ଟ ସିଲ୍‌ କରିବାକୁ ନେଇ କୋର୍ଟ ଏପରି ରାୟ ଦେଇଛନ୍ତି।

ଜଷ୍ଟିସ୍‌ ଏମ୍‌ଏସ୍‌ ରମେଶ ଏହି ମାମଲାରେ କହିଛନ୍ତି, ଏହି ଆପର୍ଟମେଣ୍ଟକୁ ଏକ ଲୋକପ୍ରିୟ ବଜେଟ୍‌ ହୋଟେଲ୍‌ ଚେନ୍‌ ଚଲାଉଥିଲା। ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଆପାର୍ଟମେଣ୍ଟକୁ ପୁଅ-ଝିଅ ଆସୁଛନ୍ତି ଏବଂ ଏହା ଅନୈତିକ ବୋଲି କୁହାଯାଉଥିଲା। ଏହାପରେ ଏହି ଆପାର୍ଟମେଣ୍ଟ ସିଲ୍‌ କରାଯାଇଛି।

କୋର୍ଟ କହିଛନ୍ତି, “ଯେତେବେଳେ ପୁଲିସ୍‌ ଏବଂ ରାଜସ୍ୱ ବିଭାଗକୁ ପଚରାଗଲା ଏଠାରେ ପୁଅ-ଝିଅ ରହିବା କେଉଁ ପ୍ରକାରର ଅପରାଧ ସେମାନଙ୍କ ପାଖରେ ଉତ୍ତର ନଥିଲା। ପ୍ରକୃତରେ ସେମାନଙ୍କୁ ଏକାଠି ରହିବାରୁ ମନା କରିବା ପାଇଁ କୌଣସି ନିୟମ ବା ଆଇନ ନାହିଁ।”

କୋର୍ଟ ଆହୁରି ମଧ୍ୟ କହିଛନ୍ତି, ୨ ପ୍ରାପ୍ତ ବୟସ୍କ ଯଦି ଲିଭ୍‌ ଇନ୍‌ ରିଲେସନ୍‌ଶିପ୍‌ରେ ରହିପାରିବେ ହୋଟେଲ ରୁମ୍‌ରେ ୨ ଜଣ ଅବିବାହିତ ରହିବାକୁ ଅପରାଧ କୁହାଯାଇପାରିବ ନାହିଁ। ଏହି ଆପାର୍ଟମେଣ୍ଟକୁ ସିଲ୍‌ କରିବା ଭଳି ପଦକ୍ଷେପ ସମ୍ପୂର୍ଣ୍ଣ ବେଆଇନ।

ଅନ୍ୟପକ୍ଷରେ ଅନ୍ୟ ଏକ ରୁମ୍‌ରେ ମଦ ବୋତଲ ମିଳିବା ନେଇ କୋର୍ଟ କହିଥିଲେ, ଏହା ବିନା ଲାଇସେନ୍ସରେ ହୋଟେଲ ପକ୍ଷରୁ ମଦ ଯୋଗାଣର ଅପରାଧ ନୁହେଁ। ସ୍ଥାନୀୟ ଆଇନ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ପାଖରେ ୪.୫ ଲିଟର ଭାରତ ପ୍ରସ୍ତୁତ ବିଦେଶୀ ମଦ, ୪.୫ ଲିଟର ବିଦେଶୀ ମଦ ବା ୭.୮ ଲିଟର ବିୟର ଏବଂ ୯ ଲିଟରର ୱାଇନ୍‌ ଯେକୌଣସି ସମୟରେ ନିଜେ ରଖିପାରିବ। ଚେକ୍‌ ଇନ୍‌ ସମୟରେ ଯଦି ନିଜେ ଅତିଥି ମଦ ନେଇ ଆସିଥିବେ ଏହା ଅପରାଧ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story