ସାରା ଦେଶରେ ହାଇଦ୍ରାବାଦ-ଉନ୍ନାଓ ତାତି

ଲକ୍ଷ୍ନୌ: କିଛି ଦିନର ବ୍ୟବଧାନରେ ଦୁଇ ଦୁଇଟି ଅମାନୁଷିକ ଦୁଷ୍କର୍ମ ଘଟଣା ସାରା ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି ହୋଇଛି। ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ ଗୁରୁବାର ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଗତ କାଲି ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ […]

Unnao

Unnao

Subrat Kumar Nayak
  • Published: Saturday, 07 December 2019
  • Updated: 07 December 2019, 10:25 PM IST

Sports

Latest News

ଲକ୍ଷ୍ନୌ: କିଛି ଦିନର ବ୍ୟବଧାନରେ ଦୁଇ ଦୁଇଟି ଅମାନୁଷିକ ଦୁଷ୍କର୍ମ ଘଟଣା ସାରା ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି ହୋଇଛି। ହାଇଦ୍ରାବାଦ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ ନାମରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ଅନ୍ୟପକ୍ଷରେ ଗୁରୁବାର ଉତ୍ତରପ୍ରଦେଶର ଉନ୍ନାଓରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତାଙ୍କୁ ଅଭିଯୁକ୍ତମାନେ ଜୀଅନ୍ତା ଜାଳିଦେଇଥିଲେ। ୯୦% ପୋଡ଼ିଯାଇଥିବା ଏହି ପୀଡ଼ିତା ଜୀବନ ସହ ୪୦ ଘଣ୍ଟାର ଯୁଦ୍ଧ କରି ଗତ କାଲି ୧୧.୪୦ ସମୟରେ ପ୍ରାଣ ହରାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ବୟାନ ରେକର୍ଡ ପାଇଁ କୋର୍ଟ ଯିବା ରାସ୍ତାରେ ହିଁ ପୀଡ଼ିତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଏବେ ଏହି ଜଘନ୍ୟ କାଣ୍ଡର ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ସହ ପୀଡ଼ିତାଙ୍କ ମର ଶରୀର ତାଙ୍କ ଗାଁରେ ପହଞ୍ଚିସାରିଛି। ଲଗାତାର ଘଟି ଚାଲିଥିବା ଏପରି ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସବୁ ମହଲରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ବିଳମ୍ବିତ ନ୍ୟାୟକୁ କିଛି ଲୋକ ଦାୟୀ କରୁଥିବାବେଳେ ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣାକୁ ମଧ୍ୟ ବେଶ୍‌ କିଛି ଲୋକ ସମର୍ଥନ ଦେବା ଆରମ୍ଭ କରିଛନ୍ତି।

ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ିଦିଆଯିବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଥିଲା। ସେଠାରେ ସଫଦରଗଞ୍ଜ ହସ୍ପିଟାଲରେ ପୀଡ଼ିତାଙ୍କ ଚିକିତ୍ସା କରାଯାଇଥିଲା। ଡାକ୍ତରମାନେ ପହୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଇବାରେ ସମର୍ଥ ହୋଇନଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ସରକାର ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଦିଆଯିବ ବୋଲି କହିବା ସହ ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ ହେବ ବୋଲି କୁହାଯାଇଛି।

ତେବେ ଉନ୍ନାଓ ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି, ଆମକୁ ଟଙ୍କା ବା ଘର ନୁହେଁ ଅଭିଯୁକ୍ତମାନଙ୍କ ମୃତ୍ୟୁ ଦରକାର। ସେମାନଙ୍କୁ ହାଇଦ୍ରାବାଦ ଏନ୍‌କାଉଣ୍ଟର ଘଟଣା ଭଳି ହତ୍ୟା କରାଯିବା ଦରକାର ବୋଲି ଦାବି କରାଯାଇଛି। ତେବେ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି, ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଦିଆଯିବା ଦରକାର।

କେବଳ ସମାଜବାଦୀ ପାର୍ଟି ନୁହେଁ। କଂଗ୍ରେସ, ଆମ ଆଦମୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଭାରତ ଏବେ ଦୁଷ୍କର୍ମର ରାଜଧାନୀ ପରିଚୟ ପାଇଛି। ଅନ୍ତର୍ଜାତୀୟ କ୍ଷେତ୍ରରେ ଭାରତ ନିନ୍ଦିତ ହୋଇଛି ବୋଲି ସେ କହିଛନ୍ତି। ଆପ୍‌ ନେତା ତଥା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମଲିୱାଲ ଏହି ଘଟଣା ନେଇ ଆମରଣ ଅନଶନରେ ବସିଥିଲେ। ତେବେ ଅନଶନ ସମୟରେ ସେ ଅଚେତ ହୋଇଯାଇଥିବା ଖବର ମିଳିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ମଧ୍ୟ ଆଜି ଅନଶନରେ ବସିଥିଲେ। ସେ ଏହି ଘଟଣା ବାବଦରେ କହିଥିଲେ, ଏଥିପାଇଁ ବିଜେପି ସରକାରର ଅବହେଳା ଦାୟୀ। ଯଦି ମୁଖ୍ୟମନ୍ତ୍ରୀ ନାରୀଙ୍କ ସମ୍ମାନ ପ୍ରତି ଟିକେ ମାତ୍ର ସମ୍ବେଦନଶୀଳ ହୋଇଥିବେ ସେ ଇସ୍ତଫା ଦେଇଦେବା ଦରକାର।

ଅନ୍ୟପକ୍ଷରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧି ଆଜି ପୀଡ଼ିତାଙ୍କ ଗାଁକୁ ଯିବା ସହ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସେହିଭଳି ବିଏସ୍‌ପି ସୁପ୍ରିମୋ ମାୟାବତୀ କହିଛନ୍ତି, ଦୁଷ୍କର୍ମ ମାମଲା ଲଗାତାର ବୃଦ୍ଧି ପାଉଥିବାରୁ ସୁପ୍ରିମ୍‌କୋର୍ଟ ନିଜଆଡ଼ୁ ଏଥିରେ ହସ୍ତକ୍ଷେପ କରନ୍ତୁ। ବିଜେପି ସରକାର ଆସିବା ପରେ ମହିଳା ଅସୁରକ୍ଷିତ ବୋଲି ସେ କହିଛନ୍ତି। ସେ ଏହା ପୂର୍ବରୁ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କୁ ମଧ୍ୟ ଭେଟିଥିଲେ।

ସରକାରଙ୍କୁ ସମାଲୋଚନା ତୀବ୍ର ପରେ ଆଜି ବିଜେପି ପକ୍ଷରୁ ୨ ଉତ୍ତରପ୍ରଦେଶ ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦ ସାକ୍ଷୀ ମହାରାଜ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଅନ୍ୟ ପକ୍ଷରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦିଲ୍ଲୀରେ ରାଜ ଘାଟରୁ ଇଣ୍ଡିଆ ଗେଟ୍‌ ଯାଏ ଆଜି ମହମବତୀ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଆନ୍ଦୋଳନକୁ ଦମନ କରିବାପାଇଁ ପୁଲିସ୍‌ ପକ୍ଷରୁ ପାଣି ମାଡ଼ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story