ବିବାଦରେ ଯୋଗୀଙ୍କ ‘ମୋଦିଜୀ କି ସେନା’ ବୟାନ

ଲକ୍ଷ୍ନୌ: ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ନେତାମାନେ ଅନେକ ବଡ଼ବଡ଼, ଏପରିକି ଆପତ୍ତିଜନକ ବୟାନ ଦେଉଛନ୍ତି। ଏପରି କି କିଛି ଦାୟିତ୍ୱସଂପନ୍ନ ନେତା ଦେଶର ସେନା ବାହିନୀକୁ ମୋହରା କରି ଭୋଟରଙ୍କୁ ନିଜ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି। ଏହିକ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ ‘ସେନା’କୁ ବ୍ୟବହାର କରିଛନ୍ତି। ସେ ଦେଶର ସେନା ବାହିନୀକୁ ମୋଦିଙ୍କ ସେନା ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି। ଏଥିପାଇଁ […]

d

d

Hemant Lenka
  • Published: Tuesday, 02 April 2019
  • Updated: 02 April 2019, 05:03 PM IST

Sports

Latest News

ଲକ୍ଷ୍ନୌ: ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ନେତାମାନେ ଅନେକ ବଡ଼ବଡ଼, ଏପରିକି ଆପତ୍ତିଜନକ ବୟାନ ଦେଉଛନ୍ତି। ଏପରି କି କିଛି ଦାୟିତ୍ୱସଂପନ୍ନ ନେତା ଦେଶର ସେନା ବାହିନୀକୁ ମୋହରା କରି ଭୋଟରଙ୍କୁ ନିଜ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି।

ଏହିକ୍ରମରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଯାଇ 'ସେନା'କୁ ବ୍ୟବହାର କରିଛନ୍ତି। ସେ ଦେଶର ସେନା ବାହିନୀକୁ ମୋଦିଙ୍କ ସେନା ବୋଲି କହି ଅଡ଼ୁଆରେ ପଡ଼ିଛନ୍ତି।

ଏଥିପାଇଁ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଛନ୍ତି। ଗାଜିଆବାଦ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏ ସଂକ୍ରାନ୍ତରେ ରିପୋର୍ଟ ମଧ୍ୟ ପଠାଇଛନ୍ତି। ନିର୍ବାଚନ କମିଶନ ଏହାର ତର୍ଜମା କରିବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ, ତା’ର ନିଷ୍ପତ୍ତି ନେବେ।

ରବିବାର ଗାଜିଆବାଦଠାରେ ଅୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଯୋଗୀ କହିଥିଲେ, “ କଂଗ୍ରେସ ଲୋକମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିବା ବେଳେ ମୋଦିଜୀ କି ସେନା ସେମାନଙ୍କୁ ଗୁଳି କରୁଛନ୍ତି।

କଂଗ୍ରେସ ଲୋକମାନେ ମାସୁଦ ଆଝାର ଭଳି ଆତଙ୍କୀ ପାଇଁ ଜୀ ଶବ୍ଦ ବ୍ୟବହାର କରୁଛନ୍ତି। ହେଲେ ମୋଦିଙ୍କ ସରକାର ଆତଙ୍କୀ କ୍ୟାମ୍ପରେ ହମ୍‌ଲା କରୁଛନ୍ତି।”

ସେନାକୁ ଏଭଳି ଭୋଟ ପାଇଁ ବ୍ୟବହାର ନ କରିବାକୁ ନିର୍ବାଚନ କମିଶନ ପୂର୍ବରୁ ସମସ୍ତ ରାଜନୀତିକ ଦଳକୁ କହିଥିଲେ। ତା ସତ୍ତ୍ଵେ ଯୋଗୀଙ୍କ ଏଭଳି ଦାୟିତ୍ୱହୀନ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story